Sisu Dibasa Bhasan 10 Dhadi || ଶିଶୁ ଦିବସ ଭାଷଣ (Odia Speech) || Meher Sir


Childrens Day speech in Odia 10 Lines | Sisu dibasa bhasana 10 Line | ଶିଶୁ ଦିବସ ଭାଷଣ | Sisu Divas odia bhashan | sisu dibasa bhasana | sisu divas bhashan odia 2024 | children's day odia speech | sisu dibas speech in odia.

Sisu Dibasa Bhasan 10 Dhadi || ଶିଶୁ ଦିବସ ଭାଷଣ (Odia Speech) || Meher Sir

Sisu dibasa bhasana 10 Line

୧. ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମାବୃନ୍ଦ ଏବଂ ଏଠାରେ ଉପସ୍ଥିତ ଛୋଟ ବଡ଼ ଭାଇ ଭଉଣୀ ଓ ମୋର ସହପାଠୀ ଗଣ ।

୨. ଆଜିର ଏହି ମହାନ ଦିବସରେ କିଛି କହିବାର ସୁଯୋଗ ମିଳିଥ‌ିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି।

୩. ଆଜି ହେଉଛି ଆମ ଦେଶ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହେରୁଙ୍କ ଜନ୍ମ ଦିବସ।

୪. ସେ ୧୮୮୯ ମସିହା ନଭେମ୍ବର ମାସ ୧୪ ତାରିଖରେ ଆଲ୍ଲାହାବାଦ ଠାରେ ଜନ୍ମଗ୍ରହଣ କରିଥିଲେ।

୫. ତାଙ୍କ ଜନ୍ମ ଦିନ ନଭେମ୍ବର ୧୪ ତାରିଖକୁ ପ୍ରତିବର୍ଷ ଶିଶୁ ଦିବସ ରୂପେ ପାଳନ କରାଯାଏ।

୬. ତାଙ୍କ ମତରେ ପିଲାମାନେ ହେଉଛନ୍ତି ଆଗାମୀ କାଲିର ଭବିଷ୍ୟତ ଓ ସେମାନେ ହସିଲେ ଦୁନିଆ ହସିବ।

୭. ପିଲାମାନେ ସ୍ନେହରେ ତାଙ୍କୁ ଚାଚା ନେହେରୁ ବୋଲି ଡାକୁଥିଲେ ।

୮. ସେ ସର୍ବଦା ଶିଶୁମାନଙ୍କର ଚରିତ୍ର ଓ ଭବିଷ୍ୟତ ନେଇ ଚିନ୍ତିତ ଥିଲେ।

୯. ୧୯୬୪ ମସିହା ମେ ମାସ ୨୭ ତାରିଖରେ ତାଙ୍କର ଦେହାନ୍ତ ହୋଇଥୁଲା ।

୧୦. ମୁଁ ସେହି ମହାନ ବ୍ୟକ୍ତିଙ୍କ ପାଦପଦ୍ମରେ ପ୍ରଣାମ ଜଣାଇ ମୋର ବକ୍ତବ୍ୟ  ଶେଷ କରୁଛି।



Keywords :

Sisu dibasa bhasana(ଶିଶୁ ଦିବସ ଭାଷଣ) | childrens day speech in odia || sisu dibasa bhasana odia 2024 || sisu divas odia speech | 10 lines speech on sisu dibasa in odia। Sisu dibasa bhasana। Children's day speech in odia। |  ଶିଶୁ ଦିବସ ଭାଷଣ || sisu dibasa bhasana || sisu divas odia speech || sisu dibasa bhasana 2024 . 

No comments:

Post a Comment