Odia Medium Text Book Solution Here , Text Books Question Answer.

Monday, March 31, 2025

Class 4 Lesson 3 Cats Question Answer

Odia Medium Class 4 My English Book Lesson 3 Cats Question Answer. Class 4 My English Book Lesson 3 Question Answer.

 

Class 4 Lesson 3 Cats Question Answer

Class 4 Cats Poem 

Text (ବିଷୟ)

Read the poem silently and answer the questions that follow. (କବିତାଟିକୁ ନୀରବରେ ପଠନ କର ଓ ତଳେ ଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ।)

Cats sleep Anywhere (ବିଜେଇମାନେ ଯେ କୌଣସି ସ୍ଥାନରେ ଶୁଅନ୍ତି)

Under the table

(ଟେବୁଲ ତଳେ)

On the chair.

(ଟୋକି ଉପରେ)


Top of a piano ( ଗୋଟିଏ ପିଆନୋ

(ବାଦ୍ୟଯନ୍ତ୍ର) ଜିପରେ) Window-ledge

( ଝରକା ଧାରରେ)

In the middle

(ମଝିରେ)

On the edge.

(ଅଥବା କଡ଼ରେ ଶୁଅନ୍ତି)


Open drawer

(ଖୋଲା ଡ୍ରରେ)

Empty shoe

(ଖଲି ଜୋତା ଭିତରେ)

Anybody's

Lap will do,

(କୌଣସି ବ୍ୟକ୍ତିର କୋଳରେ ମଧ୍ୟ ଶୁଅନ୍ତି।)

Fitted in a (କାର୍ଡ଼ବୋର୍ଡ ନିର୍ମିତ

Cardboard box,

(ବାବୁ ଭିତରେ ସୁଯୋଗ ନେଇ ଶୁଅନ୍ତି)

In the cupbourd (କରିବୋର୍ଡ ମଧ୍ୟରେ) With your frocks.

( ଅଥବା ତୁମ୍ ଫ୍ରକ୍ ସହିତ ଶୁଅନ୍ତି)

Anywhere ! (ଯେ କୌଣସି ସ୍ଥାନରେ)

They don't care !

(ସେମାନେ କିଛି ମାନନ୍ତି ନାହିଁ !)

Cats sleep anywhere.

( ବିଲେଇମାନେ ଯେକୌଣସି ସ୍ଥାନରେ ଶୋଇ ପଡ଼ନ୍ତି ।)




COMPREHENSION QUESTIONS WITH ANSWERS

( ବୋଧଶକ୍ତି ପ୍ରଶାବଳୀ ଓ ଉତ୍ତର)

1. What is the poem about ?

( କବିତାଟି କାହା ବିଷୟରେ ଲେଖାଯାଇଛି ?)

Ans. The poem is about the sleeping habits of the cats. (କବିତାଟି ବିଲେଇମାନଙ୍କ ଶୋଇବା ଅଭ୍ୟାସ ବିଷୟରେ ଲେଖାଯାଇଛି।)

2. The poem tells us about many places where cats sleep. How many places ? (କବିତାଟି ଅନେକ ସ୍ଥାନ ବିଷୟରେ କହେ ଯେଉଁ ସ୍ଥାନମାନଙ୍କରେ ବିଜେଜମାନେ ଶୁଅନ୍ତି। କେତୋଟି ଶୋଇବା ସ୍ଥାନ ଅଛି ? )

Ans. The poem tells us about many places where cats sleep. There are eight places. ( କବିତାଟି ଅନେକ ସ୍ଥାନ ବିଷୟରେ କହେ ଯେଉଁଠାରେ ବିଲେଇମାନେ ହୁଅନ୍ତି। ଆଠଟି ସ୍ଥାନ ରହିଛି।)

3. What are these places ?

(ଏହି ସ୍ଥାନଗୁଡ଼ିକ କ’ଣ ?)

Ans. These places are under the table, on the chair, top of the piano, in the middle or edge of the window-ledge, open drawer, empty shoe, lap, cardboard box and cupboard.( ସ୍ଥାନଗୁଡିକ ହେଲା ଟେବୁଲ ତଳ, ଚୌକି ଉପର, ପିଆନୋ ଶୀର୍ଷ, ଝରକା ଧାରର ମଝି କିମ୍ବା କଡ଼, ଖୋଲା ଚ, ଖାଲି କୋତା, କାର୍ଡବୋର୍ଡ ବାକ୍‌ସ ଏବଂ କପ୍‌ବୋର୍ଡ଼ ।)

4. Why do cats sleep in many places

( ବିଜେଇମାନେ କାହିଁକି ଅନେକ ସ୍ଥାନରେ ଶୋଇପଢ଼ନ୍ତି ?)

Ans. Cats sleep in many places because they don't care anybody. (ବିଲେଇମାନେ ଅନେକ

ସ୍ଥାନରେ ଶୋଇପଡ଼ନ୍ତି କାରଣ ସେମାନେ କାହାରିକୁ ଖାତିର କରନ୍ତି ନାହିଁ।)

5. Does the poet like the cats ? How do you know ?

( କବି ବିଲେଇମାନଙ୍କୁ ଭଲ ପାଆନ୍ତି କି ? ତୁମେ କିପରି ଜାଣୁଛି ? )

Ans. Yes, the poet likes cats. We know, ( ହଁ, କବି ବିଲେଇମାନଙ୍କୁ ଭଲପାଆନ୍ତି ।)

6. Who is “They” in the last line of the poem ?

(କବିତାରେ ଶେଷ ଧାଡ଼ିରେ ‘ସେମାନେ’ କେଉଁମାନେ ?)

Ans. In the last line of the poem "They' refers to 'cats”, (କବିତାର ଶେଷ ଧାଡ଼ିରେ "ସେମାନେ" ବିଲେଇମାନଙ୍କୁ ବୁଝାଏ । )

7.Cats are very close to people. How do you know this? (ବିଲେଇମାନେ ଲୋକମାନଙ୍କର ଖୁବ୍ ପ୍ରିୟ । ତୁମେ କିପରି ଜାଣୁଛ ?)

Ans. Cats are very close to people. They keep the cats at home as pet animals and ca of them. (ସେମାନେ ଲୋକମାନଙ୍କର ଅତି ଘନିଷ୍ଠ । ସେମାନେ ଘରେ ବିଜେଜେମାନଙ୍କୁ ପୋଷା ପ୍ରାଣୀ ହିସାବରେ ରଖୁ ଏବଂ ସେମାନଙ୍କର ଯନ୍ ନିଅନ୍ତି।)

8.What work do the cats do for us?

(ବିଲେଇମାନେ କେଉଁ କାମଗୁଡ଼ିକ ଆମ ପାଇଁ କରନ୍ତି ?)

Ans. The cats kill the rats and don’t allow any little animal enter our house. (ବିଲେଇମାନେ ମୂଷାମାନଙ୍କୁ ମାରି ଦିଅନ୍ତୁ ଏବଂ କୌଣସି ଛୋଟ ପମାନଙ୍କୁ ଆମ ଘରକୁ ଆସିବାକୁ ଦିଅନ୍ତି ନାହିଁ।)

9.Should we take care of the cats ? How ?

(ଆମେ ବିଲେଇମାନଙ୍କର ଯନ୍ ନେବା ଉଚିତ କି ? କିପରି ?)

Ans. Yes, we should take care of the cats. We should feed them and make them comfortable. (ହଁ, ଆମେ ସେମାନଙ୍କର ଯନ୍ ନେବା ଉଚିତ। ଆମେ ସେମାନଙ୍କୁ ଖୁଆଇବା ଓ ଆରାମରେ ରହିବାକୁ ଦେବା ଚଚିତ ।)

10. Do you love cats ? Why ?

(ତୁମେ ବିଲେଇଙ୍କୁ ଭଲପାଅ କି ? କାହିଁକି ?)

Ans. Yes, I love cats because they are innocent animals. They are also cute. (ହଁ, ମୁଁ ବିଲେଇଙ୍କୁ ଭଲ ପାଏ କାରଣ ସେମାନେ ନୀରିହ ପଶୁ। ସେମାନେ ସୁନ୍ଦର ମଧ୍ୟ।)

No comments:

Post a Comment

Comments