Odia Medium Text Book Solution Here , Text Books Question Answer.

Sunday, April 13, 2025

Ama rajya ra gamana gamana patha Question Answer

class 4 paribesh chapter 5 question answer ,  ଆମ ରାଜ୍ୟର ଗମନା ଗମନ ପଥ | Class 4 Ame O Ama Paribesha .

4th class Ama rajya ra gamana gamana patha Question Answer - Rajbook.in


ପାଠ୍ୟପୁସ୍ତକସ୍ତୁ ଅଭ୍ୟାସ ପ୍ରଶ୍ନବଳୀର ଉତ୍ତର

el ଏଠାରେ କେତେକ ଯାନର ସଙ୍କେତ ଦିଆଯାଇଛି ଏବଂ ପ୍ରତ୍ୟେକ ଯାନ ପାଖରେ ତା’ର କ୍ରମିକ ସଂଖ୍ୟା ଲେଖାଯାଇଛି । ତଳ ସ୍ଥାନଗୁଡ଼ିକୁ ଯେଉଁ ଯାନରେ ଯାଇହେବ ତା’ର କ୍ରମିକ ସଂଖ୍ୟାକୁ ସେହି ସ୍ଥାନ ପାଖରେ ଲେଖ ।



ଉତ୍ତର : (କ) ଚାନ୍ଦବାଲିରୁ ପାରାଦ୍ବୀପ ୧ ଓ ୫

(ଖ) ଭୁବନେଶ୍ୱରରୁ ରାଉରକେଲା ୩, ୪ ଓ ୫

(ଗ) ଭୁବନେଶ୍ବରରୁ ପାରାଦ୍ବୀପ ୪ ଓ ୫ 
:
(ଘ) ଦିଲ୍ଲୀରୁ କୋଲକାତା ୩ ଓ ୪

(ଚ) ଢେଙ୍କାନାଳରୁ କଟକ ୪ ଓ ୫ 

(ଛ) ବଲାଙ୍ଗୀରରୁ ଭୁବନେଶ୍ୱର ୫

( ଜ) ଟିଟିଲାଗଡ଼ରୁ ବରଗଡ଼ ୪ ଓ ୫

(ଝ) ପୁରୀରୁ କୋଲକାତା ୪ ଓ ୫


91 ମାନଚିତ୍ର ଦେଖୁ କେଉଁ ବନ୍ଦର କେଉଁ ଜିଲ୍ଲାରେ ଅଛି ତଳ କୋଠରୀରେ ଲେଖ ।

ପ୍ରଶ୍ନ ସହ ଉତ୍ତର :
ବନ୍ଦରର ନାମ            ଜିଲ୍ଲାର ନାମ

ପାରାଦ୍ବୀପ                 ଜଗତ୍‌ସିଂହପୁର

ଗୋପାଳପୁର             ଗଞ୍ଜାମ

ଚାନ୍ଦବାଲି               ଭଦ୍ରକ
 
୩ ।(କ) ଆମ ରାଜ୍ୟର ମୁଖ୍ୟ ରେଳପଥର ନାମ କ’ଣ ?

ଉ : ପୂର୍ବତଟ ରେଳପଥ ।

 (ଖ) ତୁମ ଗାଁ |ସହର କେଉଁ ପଥଦ୍ବାରା ଅନ୍ୟ ଅଞ୍ଚଳ ସହ ସଂଯୁକ୍ତ ? 

ଉ : ସଡକପଥ । ରେଳପଥ

୪ । ତୁମେ ଯଦି ଦିଲ୍ଲୀ ଦେଖ‌ିବାକୁ ଯିବ, ତେବେ କେଉଁ କେଉଁ ପଥ ଦେଇ ତୁମ ଘରଠାରୁ ଯାଇପାରିବ ଲେଖ ।

ଉ : ଆମେ ଯଦି ଦିଲ୍ଲୀ ଦେଖିବାକୁ ଯିବୁ, ତେବେ ଆମେ ପ୍ରଥମେ ସଡ଼କ ପଥ ଓ ପରେ ଆକାଶପଥ କିମ୍ବା ରେଳପଥ ଦେଇ ଯିବୁ ।



No comments:

Post a Comment

Comments