Odia Medium Text Book Solution Here , Text Books Question Answer.

Thursday, April 10, 2025

Class 4 Sadharana Durghatana Question Answer

ଶ୍ରେଣୀ ୪  ସାଧାରଣ  ଦୁର୍ଘଟଣା ପ୍ରଶ୍ନ ଉତ୍ତର , Class 4 paribesh odia medium chapter 1 questions and answers. 

Class 4 Sadharana Durghatana Question Answer



Chapter 1 Sadharana Durghatana Question Answer 



No 2 .

ଠିକ୍ ଭକ୍ତି ପାଖରେ (/ ) ଚିହ୍ନ ଓ ଭୁଲ ଉକ୍ତ ପାଖରେ (x) ଚିହ୍ନ ଦିଅ ।

 (କ) ସବୁଜବତୀ ଜଳିଲେ ରାସ୍ତା ପାର ହେବା ।

(ଖ) ତତଲା ଜିନିଷକୁ ଖାଲି ହାତରେ ଉଠାଇବା ।

(ଗ) ରାସ୍ତାରେ ସାଇକେଲରେ ଯିବା ବେଳେ ଦଳବାନ୍ଧି ଯିବା ।

(ଘ) ଶିଉଳି ଲାଗିଥୁବା ବା ତେଲ ପଡ଼ିଥିବା ଚଟାଣ ଉପରେ ଯିବା ଆସିବା କରିବା । 

(ଙ) ଖେଳର ନିୟମ ମାନି ଚଳିବା ।

(ଚ) ଓଦାହାତରେ ବିଦ୍ୟୁତ୍ ସରଞ୍ଜାମର ସୁଇଚ୍ ନ ଟିପିବା ।

ଉ : (କ)  / (ଖ) × (ଗ) x (ଘ) x (ଙ) / (ଚ) /


୩ । ଆମେ ଅସାବଧାନ ହେଲେ କ’ଣ ହେବ ଲେଖ ।


Class 4 Sadharana Durghatana Question Answer - Rajboos.in


Tags:


, Sadharana durghatana question answer class 4, sadharana durghatna class 4 question answer sadharana durghatna chapter 1 class 4 question answer samajika patha chapter 1 , Class 4 samajika chapter 1 question answer, Sadharana durghatana question answer class 4 . 

No comments:

Post a Comment

Comments