Odia Medium Text Book Solution Here , Text Books Question Answer.

Monday, May 26, 2025

Nandikeswari Question Answer | plus two first year | Mehersir

All Nandikeswari question answer // plus two first year optional odia nandikeshwari question answer || Nandikeswari question answer//plus two first year optional odia nandikeshwari question answer.


Nandikeswari mcq question answer

୧ ନମ୍ବର ବିଶିଷ୍ଟ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନବଳୀ ।

1.ଧାଡ଼ି ଧାଡ଼ି ଶିବିର କେଉଁଠି ଶୋଭା ପାଉଥିଲା ?

 ଊ. (ଘ) କାଠଯୋଡ଼ି ତୀରରେ


2.ଶୁଭ୍ର ତମ୍ବୁଗୁଡ଼ିକ କିପରି ଶୋଭା ପାଉଥିଲା ?

ଉ. (କ) ଖଡ଼ି ଶୈଳ ପରି


3. ବାଦିତ୍ର ଶବ୍ଦରେ କ’ଣ ପ୍ରକମ୍ପିତ ହେଉଥିଲା ?

ଊ. (ଗ) ଅବନୀ


4. ଦାସେରକ ଶବ୍ଦର ଅର୍ଥ କ’ଣ ?

ଊ. (ଗ) ଓଟ


5. କେଉଁଠାରେ ବିପଣି ବସିଥିଲା ?

ଊ. (ଖ) କାଠଯୋଡ଼ି ବନ୍ଧରେ


6. ସ୍କନ୍ଧାବାର କାହାକୁ କହନ୍ତି ?

ଊ. (କ) ଶିବିର


7. କେଉଁ ସ୍ଥାନଟି ତୁଳସୀ କ୍ଷେତ୍ର ଭାବରେ ପ୍ରସିଦ୍ଧ ?

ଊ. (ଘ) କେନ୍ଦ୍ରାପଡ଼ା


8. ହଳାୟୁଧ କିଏ ?

ଊ. (ଘ) ବଳରାମ


9. ଅସୁରେଶ୍ଵରର ପ୍ରଧାନ ଦେବୀ କିଏ ?

ଊ. (ଘ) ହରଚଣ୍ଡୀ


1୦. ଶାଳିପୁରର ଆଧୁନିକ ନାମ କ'ଣ ?

ଊ. (ଗ) ସାଲେପୁର


 ୧୧. ବହୁଦ୍ଵାରଶୋଭୀ ପୁର କାହାକୁ କୁହାଯାଇଛି ?

ଊ. (ଘ) ଚଉଦ୍ଵାର


୧୨. କେଉଁ ଶୈଳକୁ ଦର୍ପଣୀର ଦର୍ପ କୁହାଯାଇଛି ? 

ଊ. (ଖ) ବିନାୟକ ଶୈଳ


୧୩. କେଉଁ ସ୍ଥାନରେ ଅଧ‌ିକ ଚନ୍ଦନ ବୃକ୍ଷ ଦେଖାଯାଏ ?

ଊ. (ଗ) ଅଳତୀ


୧୪. ଐରରାଜାଙ୍କ ପ୍ରସିଦ୍ଧ କୀର୍ତ୍ତିରାଜି କେଉଁଠାରେ ଦେଖାଯାଏ ? ପ୍ରଚଳନ

ଜ. (କ) ଖଣ୍ଡଗିରି


୧୫. ନିର୍ମଳା ନିର୍ଝର କେଉଁଠାରେ ପ୍ରବାହିତ ?

ଊ. (ଖ) ଖଲ୍ଲିକୋଟ


୧୬, ମଞ୍ଜୁଷାର ମହାଭୂଷା ବୋଲି କେଉଁ ଗିରିକୁ କୁହାଯାଇଛି ?

ଊ. (ଗ) ମହେନ୍ଦ୍ରଗିରି


୧୭. ସ୍ଵାହାଙ୍କ ସହଚରୀ ବୋଲି କେଉଁ ଦେବୀଙ୍କୁ କୁହାଯାଇଛି ?

ଜ, (ଗ) ହିଙ୍ଗୁଳା


୧୮. କିଏ ରଣସ୍ଥଳକୁ ନିଜ ଅସ୍ଥିର ଧବଳ କରିଛି ?

ଊ. (ଖ) ଦନ୍ତାବଳ


୧୯. ଗୋମାୟୁ କାହାକୁ କହନ୍ତି ?

ଊ. (ଘ) ଶୃଗାଳ


୨୦. ସୁବର୍ଷକେଶରୀଙ୍କ ଦୁର୍ଗର ନାମ କ’ଣ ?

ଊ. (ଖ) ବିଡ଼ାନାସୀ ଗଡ଼


୨୧. ରାଜା ଅନଶନ କରି କାହା ଦେଉଳରେ ଅଧ୍ୟା ପଡ଼ିଥିଲେ ?

ଊ. (ଗ) ଚଣ୍ଡିକା


୨୨. ନିୟତି ରୂପେ କାହାର ଇଚ୍ଛା ତ୍ରିଭୁବନରେ ପ୍ରତିଫଳିତ ହୁଏ ?

ଊ. (ଖ) ମହାରୁଦ୍ର


୨୩. ଶତ୍ରୁ-ଦର୍ପହାରୀ ଜୈତ୍ରମଣିକୁ କେଉଁଠି ପିନ୍ଧିବାକୁ ଚଣ୍ଡିକା ରାଜାଙ୍କୁ କହିଥିଲେ ?

ଊ. (ଖ) ଶିରୋମଣି ରୂପେ


୨୪. କେଉଁ ରାଜା ଜୈତ୍ରମଣି ଧାରଣ କରିଥିଲେ ?

ଊ. (ଗ) ସୁବର୍ଷ କେଶରୀ


୨୫. ବାସୁଦେବ ଚୋରଗଙ୍ଗଙ୍କ ମନ୍ତ୍ରୀ ହେବା ଆଗରୁ କାହାର ମନ୍ତ୍ରୀ ଥିଲେ ?

ଊ. (ଘ) ସୁବର୍ଣ୍ଣ କେଶରୀ


୨୬, ଚୋରଗଙ୍ଗ ଯେଉଁ ମାତୃ-ପାଦପଦ୍ମକୁ ଜୁହାର କରିଛନ୍ତି ସେ କିଏ ?

ଊ. (ଗ) ଜାହ୍ନବୀ


୨୭. ପ୍ରଭାତ-ଡଗରା କିଏ ବୋଲି କବି କହିଛନ୍ତି ?

ଊ. (ଖ) କୁମ୍ଭାଟୁଆ


୨୮, ଛାୟାବାଜି ଭଳି ଗଭୀର କନ୍ଦରା କେଉଁଥ‌ିରେ ପରିଣତ ହେଲା ?

ଊ. (ଘ) ହ୍ରଦ


୨୯. ଗଙ୍ଗାଦେବୀ ଜଳରେ ସମାସୀନା ହେଲାବେଳେ ବନଦେବୀଙ୍କର କେଉଁ ବାଦ୍ୟ ବାଜି ଉଠିଥିଲା

ଢ. (ଗ) ବୀଣା


୩୦. ଦ୍ଵାପରର ବୀର ଦେବବ୍ରତ କିଏ ?

ଊ. (ଘ) ଭୀଷ୍ମ


୩୧. ଧର୍ମ ସଂସ୍ଥାପନ କରିବାକୁ କିଏ ଭାଜନ ଅଟେ ?

ଊ. (ଖ) ଧର୍ମବୀର


୩୨. ଶତ୍ରୁପ୍ରତି ପ୍ରୀତିଭାବ କେଉଁ ବଳ ଆଣି ଦିଏ ?

ଊ. (କ) ଧର୍ମବଳ


୩୩. ଉତ୍କଳ ଭୁବନର ବିଷ୍ଣୁପଦୀ ବୋଲି କେଉଁ ନଦୀକୁ କୁହାଯାଇଛି

ଊ. (ଘ) ମହାନଦୀ


୩୪. ମହାନଦୀ-ଲୀଳା ନିମନ୍ତେ ତୀର୍ଥେଶ କେଉଁଦେଶ ଛାଡ଼ି ଦେଇଛନ୍ତି ?

ଊ. (କ) ପୂର୍ବ ଦେଶ


୩୫. ସୁକାନ୍ତି-ତନୁଜା କିଏ ?

ଊ.(ଗ) ମହାନଦୀ


୩୬, ଦକ୍ଷିଣରେ ନାବିକମାନଙ୍କ ଦ୍ଵାରା କିଏ ଅର୍ଜିତ ହୁଅନ୍ତି ?

ଊ. (ଗ) ଚର୍ଚ୍ଚିକା


୩୭. ବିଷାମ୍ପତି କାହାକୁ କୁହାଯାଏ ?

ଊ. (କ) ସୂର୍ଯ୍ୟ


୩୮. ପାଶୀର ଅର୍ଥ କ'ଣ ?

ଊ. (ଖ) ବରୁଣ


୩୯. କେଉଁ ଦେବୀ ଯଜ୍ଞରୁ ସମ୍ଭୂତା ବୋଲି କିମ୍ବଦନ୍ତୀ ଅଛି ?

ଊ. (ଘ) ବିରଜା


୪୦. ଗୋନାସିକା ଗିରିରୁ କେଉଁ ନଦୀ ଜାତ ହୋଇଛି ?

ଊ. (ଖ) ବୈତରଣୀ


୪୧. ମେଘାସନ ଶୈଳରେ କିଏ ଦାସ କରେ ବୋଲି କବି କହିଛନ୍ତି ?

ଊ. (ଖ) ଝଟିକା


୪୨. ମହାନଦୀର ସହଚରୀ ବୋଲି କବି କାହାକୁ କହିଛନ୍ତି ?

ଊ. (ଗ) ବଳାଙ୍ଗୀ


୪୩. କେଉଁମାନେ ସୁବର୍ଣ୍ଣପରାଗ ସୁବର୍ଷତଟିନୀରୁ ସଂଗ୍ରହ କରୁଥିଲେ ?

ଊ. (ଗ) ଶବର ଯୁବତୀ


୪୪. ବ୍ରହ୍ମାଣ୍ଡ ପାବନୀ ବୋଲି କବି କେଉଁ ନଦୀକୁ କହିଛନ୍ତି ?

ଊ. (କ) ବ୍ରାହ୍ମୀ


୪୫, ପାହାଡ଼ ଉପରେ କୋଚିଲାଖାଇଙ୍କର ରାବ ବନ ମଧ୍ୟରେ କାହାର ପ୍ରଭାବ ପ୍ରଚାର କରିଥିଲା ?

ଊ. (ଖ) ମଧ୍ୟାହ୍ନ


୪୬. ଉଚ୍ଚତାରେ ସର୍ବଶୈଳକୁ ଲଜ୍ଜା ଦେଇ କିଏ ଶିଖର ଟେକିଛି ?

ଊ. (ଘ) ସପ୍ତଶଯ୍ୟା


୪୭. କେଉଁସ୍ଥାନ ବୌଦ୍ଧ କୀର୍ତ୍ତିରାଜି ମଣ୍ଡିତ ବୋଲି କୁହାଯାଇଛି ?

ଊ. (ଘ) ନରାଜ


୪୮. ଥରେ କାନ୍ତକୁ ଥରେ ମିହିରକୁ ଅନାଇ କାଠଯୋଡ଼ି ନୀରରେ କିଏ ଭାସୁଛି ?

ଊ. (ଗ) ରଥାଙ୍ଗୀ


୪୯. ନବ ନବ ଇନ୍ଦ୍ରଜାଲ ଦେଖାଇ କିଏ କେତେ ପ୍ରକାର ରୂପ ଧାରଣ କରୁଛି ?

ଊ. (ଗ) ଚକ୍ରବାଳ


୫୦, ଚଉଦିଗରେ କ’ଣ ଘୋଟିଲେ ଜଳ ସ୍ଥଳ ଓ ବ୍ୟୋମର ସୀମା ଲିଭିଯାଏ ?

ଊ. (ଘ) ତିମିର-କାଳିମା


୫୧. ପଟହ-କାହାଳୀ-ତୁରୀ-ଭେରୀ ଶବ୍ଦରେ କାହାର ଗୃହ କମ୍ପି ଉଠୁଛି ?

ଊ. (ଖ) ଚଣ୍ଡିକାଙ୍କର


୫୨. ତରୁପର୍ଶରେ ଦୀପ କାହାକୁ ନିନ୍ଦା କରୁଛି ?

ଊ. (ଘ) ତାରାବ୍ରଜ


୫୩. ସମସ୍ତେ ଉତ୍ସବରେ ଭାଗୀ ହୋଇଥିବାବେଳେ କାହାର ମୁଖ ମଳିନ ଥିଲା ?

ଊ. (ଗ) ଜେମା




MCQ in Nandikeswari || ନନ୍ଦିକେଶ୍ୱରୀ || +2 1st Year Arts Optional Odia || Questions Answer ... 2 & 3 Mark's Questions Answer in Nandikeswari || ନନ୍ଦିକେଶ୍ୱରୀ || +2 1st Year

No comments:

Post a Comment

Comments