+2 1st Year Sahitya Jyoti Mathura Mangala Question Answer PDF
Looking for +2 1st Year Sahitya Jyoti Mathura Mangala question answers? Download the complete PDF guide featuring long questions, short notes, and MCQ solutions according to the CHSE Odisha New Syllabus 2026 . +2 1st Year Sahitya Jyoti Mathura Mangala Question Answer PDF Mathura Mangala Short Question Answers (1 & 2 Marks) ପାଠ୍ୟ ପୁସ୍ତକ ଅନ୍ତର୍ଭୁକ୍ତ ପ୍ରଶ୍ନୋତ୍ତର ୧ ନମ୍ବର ବିଶିଷ୍ଟ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନବଳୀ। 1. ଶ୍ରୀକୃଷ୍ଣଙ୍କ ଖଡ଼ଗର ନାମ କ’ଣ ? (କ) ସୁଦର୍ଶନ (ଖ) ନନ୍ଦକ (ଗ) ମାଧବ (ଘ) ବକାରି ଊ. (ଖ) ନନ୍ଦକ 9. ଦୁର୍ମିଳା ନନ୍ଦନ କାହାକୁ କୁହାଯାଇଛି ? (କ) ନନ୍ଦ (ଖ) ବସୁଦେବ (ଗ) କୃଷ୍ଣ (ଘ) କଂସ ଊ. (ଘ) କଂସ ୩. କଂସର ମାତାଙ୍କ ନାମ କ’ଣ ? (କ) ଯଶୋଦା (ଖ) ଇନ୍ଦୁମତୀ (ଗ) ଦେବକୀ (ଘ) ପୂତନା ଊ. (ଖ) ଇନ୍ଦୁମତୀ ୪. ଉଗ୍ରସେନ କେଉଁ ରାଜ୍ୟର ରାଜା ଥିଲେ ? (କ) ମଥୁରା (ଖ) ଗୋପ (ଗ) ସୌଭ (ଘ) ଦ୍ଵାରକା ...