Sahitya Jyoti Sarsupadar Question Answer | Meher Sir
+2 1st Year Odia Sarsupadar Question Answer Guide | Meher Sir Find accurate CHSE Odisha Plus Two 1st Year Odia Sahitya Jyoti Chapter 1 "Sarsupadar" (ଶରଶୁପଦର) question answers and notes by Meher Sir. Download chapter solutions in PDF format. +2 1st year odia sarsupadar MCQ question answer ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ : ପ୍ରଶ୍ନର ମୂଲ୍ୟ ୧ ନମ୍ବର – ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ଯରୁ ଠିକ୍ ଉତ୍ତରଟି ବାଛି ଲେଖ। (କ) କୋରାପୁଟରୁ ଲକ୍ଷ୍ମୀପୁର ଯିବା ରାସ୍ତାରେ କେଉଁ ଘାଟି ପଡ଼େ ? (ସାଲୁର୍, ପାଲୁର୍, ଲକ୍ଷ୍ମୀପୁର, ଧର୍ମଦୁଆର) ଉ : ଧର୍ମଦୁଆର । (ଖ) ସୁକୃଜାନିର ଭାରିଯା କିଭଳି ମରିଥିଲା ? (ରୋଗରେ, ବାଘ ନେଇଯିବାରୁ, ପାଣିରେ ବୁଡ଼ିଯିବାରୁ, ନିଆଁଲାଗିଯିବାରୁ) ଉ : ବାଘ ନେଇଯିବାରୁ (ଗ) ତେଲ ହେବାପାଇଁ ସୁକୃଜାନିର ବଖରା କଣରେ କେଉଁ ମଞ୍ଜି ଥାଏ ? (ବାରି ବାଇଗବା, ଆମ୍ବଟାକୁଆ, ମାଣ୍ଡିଆ, ଅଳସି) ଉ : ବାରି ବାଇଗବା (ଘ) ସୁକୃଜାନିର ସାନପୁଅ କିଏ ? (ମାଣ୍ଡିଆଜାନି, ଟିକ୍ରାଜାନି, ଲାକ୍ରାଜାନି, ଗୁଡୁଜାନି) ଉ : ଟିକ୍ରାଜାନି (ଙ) ବିଲି କେଉଁ ଫଳର ସାବୁନ ଫେଣରେ ମୁଣ୍ଡ ରଗଡ଼ୁଥିଲା ? (ବାଇଗଣ, ଚିଲି, କାନ୍ଦୁଲି, ଅଠା) ଉ : ଚିଲି (ଚ) ସିଟି ମାରିମାରି ବୁଲାଣି ବାଟରେ ଧୀରେ ଧୀରେ ଜଙ୍ଗଲ ଜମାନ୍ କେଉଁଆଡ଼େ...