Posts

Showing posts from March, 2026

ଅର୍ଥନୈତିକ ବିକାଶ (Arthanitika Bikash) | 10th Class Economics Chapter 1

10th class economics 1st chapter question answer // arthanitika bikash / 10th class fa 1 question |10th class economics chapter 1 question answer odia medium | arthanitika vikash question answer | arthanitika bikash question answer class 10 | Meher Sir. Arthanitika Bikash Question Answer ( Arthanitika Bikash Prashna Uttar )  ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର 1. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । (କ) ଆର୍ଥିକ ବିକାଶ କହିଲେ କ’ଣ ବୁଝ ? ଉ – ଆର୍ଥିକ ବିକାଶ କହିଲେ ସାଧାରଣତଃ ଆର୍ଥିକ ଅଭିବୃଦ୍ଧିକୁ ବୁଝାଇଥାଏ । ଏହା କୌଣସି ଦେଶର ଓ ବ୍ୟକ୍ତିବିଶେଷଙ୍କର ଆର୍ଥିକ ଅଭିବୃଦ୍ଧି ସହିତ ସାମାଜିକ ଓ ସାଂସ୍କୃତିକ ଅଭିବୃଦ୍ଧିକୁ ବୁଝାଇଥାଏ। (ଖ) ମୁଣ୍ଡପିଛା ଆୟ କିପରି ଆକଳନ କରାଯାଏ ? ଉ – କୌଣସି ଦେଶର ଜାତୀୟ ଆୟକୁ ସେହି ଦେଶର ସମୁଦାୟ ଜନସଂଖ୍ୟାଦ୍ଵାରା ଭାଗକରାଯାଇ ମୁଣ୍ଡପିଛା ଆୟ ନିରୂପଣ କରାଯାଏ। (ଗ) ଆର୍ଥିକ ବିକାଶର ପରିମାପ ଅନୁଯାୟୀ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା କେଉଁ କେଉଁ ଶ୍ରେଣୀର ? ଉ– ଆର୍ଥିକ ବିକାଶର ପରିମାପ ଅନୁଯାୟୀ ଭାରତ ବିକାଶୋନ୍ମୁଖୀ ଶ୍ରେଣୀର ହୋଇଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକା  ବିକଶିତ ଶ୍ରେଣୀର ଅଟେ । (ଘ) ଭାରତ କେଉଁ ପ୍ରକାର ଆର୍ଥିକ ବ୍ୟବସ୍ଥା ଅନୁସରଣ କରିଛି ? ଉ – ଭାରତ ମିଶ୍ର ...

Banya Prani Sambala (ବନ୍ୟପ୍ରାଣୀ ସମ୍ବଳ) | Class 10 Geography

Class 10 Geography Chapter 2: Banya Prani Sambala (ବନ୍ୟପ୍ରାଣୀ ସମ୍ବଳ). Class 10 Geography Chapter 2 Question Answers | Banya Prani ଦଶମ ଶ୍ରେଣୀ ଭୂଗୋଳ (Chapter 2) | Banya Prani Sambala Notes BSE Odisha 10th Geography Chapter 2: Banya Prani Sambala .  Banya Prani Prashna Uttar  ପାଠ୍ୟପୁସ୍ତକସ୍ତୁ ପ୍ରଶ୍ନବଳୀର ଉତ୍ତର 1. ନିମ୍ନଲିଖତ ପ୍ରଶ୍ନର ଉତ୍ତର ଦିଅ । (କ) ଜୈବ ବିବିଧତା କ’ଣ ? ଊ – (i)  ଭୂପୃଷ୍ଠର କୌଣସି ଅଞ୍ଚଳର ପ୍ରାକୃତିକ ଉଭିଦ, ପ୍ରାଣୀ, ଅନ୍ୟାନ୍ୟ ଜୀବଜନ୍ତୁ ଓ ପରିସଂସ୍ଥାର ସମଷ୍ଟିକୁ ଜୈବବିବିଧତା କୁହାଯାଏ। ଏହା ତିନିପ୍ରକାରର; ଯଥା – ଜିନୀୟ ଜୈବ ବିବିଧତା, ଜାତି ବିବିଧତା ଏବଂ ପରିସଂଘୀୟ ଜୈବ ବିବିଧତା । (ii) ସମଗ୍ର ପୃଥ‌ିବୀକୁ ଜୈବ ବିବିଧତା ଅନୁସାରେ 12 ଗୋଟି ବୃହତ୍ କେନ୍ଦ୍ର ଏବଂ 18 ଗୋଟି ତପ୍ତସ୍ଥଳରେ ବିଭକ୍ତ କରାଯାଇଛି । ତନ୍ମଧ୍ୟରୁ ଭାରତ ଏକ ଜୈବ ବିବିଧତାର ବୃହତ୍ କେନ୍ଦ୍ର ଏବଂ ଏହାର 2 ଗୋଟି ତପ୍ତସ୍ଥଳ (ଉତ୍ତର- ପୂର୍ବ ଭାରତ ଓ ପଶ୍ଚିମଘାଟ) ରହିଛି। (ଖ) ଲାଲ ତଥ୍ୟ ପୁସ୍ତକ କ’ଣ ? ଭ – (i) ବିଶ୍ଵ ସଂରକ୍ଷଣ ସଂଘ ସଙ୍କଟାପନ୍ନ ଜାତିର ଜୀବମାନଙ୍କ ଉପରେ ଏକ ପୁସ୍ତକ ପ୍ରକାଶ କରିଆସୁଛି । ଏହି ପୁସ୍ତକର ନାମ ଲାଲ ତଥ୍ୟ ପୁସ୍ତକ । (ii) ଏହା ପ୍ରଥମେ 1966 ରେ ପ୍ରକାଶ ପାଇଥିଲା ଏବଂ ଏଥିରେ 3000 ରୁ ଅଧିକ ପ୍ରାଣୀ...

Aranya Sambala Class 10 Geography Chapter 2 Question Answer

Aranya Sambala Class 10 Geography Chapter 2 | Jaiba Sambala ଜୈବ ସମ୍ବଳ | | aranya sambala 10th class question and answers / 10th class geography chapter 4 question answer | Aranya sambala 10th class mcq l aranya sambala mcq l aranya sambala class 10 mcq lAranya Sambala Question Answer l Class 10 Geography Chapter 2 Aranya Sambala Question Answer l Aranya sambala class 10 pdf Aranya sambala class 10 notes Aranya sambala class 10 mcq.  ଭୂଗୋଳ (ଅରଣ୍ୟ ସମ୍ବଳ) ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର 1. ନିମ୍ନଲିଖତ ପ୍ରଶ୍ନର ଉତ୍ତର ଦିଅ । (କ) ଆଶ୍ରୟ ବଳୟ କାହାକୁ କୁହାଯାଏ ? ଊ – (i) ଭାରତରେ ଥିବା ଜୁଆରିଆ ଅରଣ୍ୟର ଗଛଗୁଡ଼ିକର ଉଚ୍ଚତା ପ୍ରାୟ 30 ମିଟର ପର୍ଯ୍ୟନ୍ତ ହୋଇଥାଏ। ଏହି ଅରଣ । କାଠ ବିଶେଷ ମୂଲ୍ୟବାନ୍ ନୁହେଁ। (ii) ବାତାବର୍ଭ ଓ ଉଚ୍ଚ ଜୁଆର ପାଇଁ ଏହି ଅରଣ୍ୟ ଏକ ପ୍ରତିରୋଧକ ବଳୟ ବା ଆଶ୍ରୟ ବଳୟ ପରି କାର୍ଯ୍ୟ କରିଥାଏ। (ଖ) ଋତୁକାଳୀନ ସ୍ଥାନାନ୍ତରଣ କାର୍ଯ୍ୟ କ’ଣ ? ଉ – (i) ହିମରେଖାର ନିମାଂଶରେ ଶୁଷ୍କ କଣ୍ଟାଜାତୀୟ ଗୁଳ୍ମ ଉଭିଦ ଦେଖାଯାଏ। ଏଗୁଡ଼ିକ ଆଲପୀୟ ଅରଣ୍ୟର ଉତ୍ତର ଢାଲୁ ଅଂଶରେ ରହିଥାଏ। ଏହି ଅଞ୍ଚଳରେ ଆଲପୀୟ ଚାରଣଭୂମି ମଧ୍ୟରେ ସରଳବର୍ଗୀୟ ବୃକ୍ଷ ଓ ହିମାଚ୍ଛାଦିତ ଭୂମି ଦେଖାଯାଏ।  ...

10th Class Geography Mrutika Sambala Question Answer | Meher Sir

10th Class Geography Chapter 1 Unit 3 Question Answer | Mrutika Sambala Class 10 Question Answer ·  Class 10 Mrutika Sambala Question Answer | Class 10 Geography Mrutika Sambala Question Answer | 10th class geography mrutika sambhala question answer | 10th class geography bhu sambala question answer / bhu sambala 10th class geography mrutika sambala question answer /  ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର 1. ନିମ୍ନଲିଖତ ପ୍ରଶ୍ନର ଉତ୍ତର ଦିଅ । (କ) ମୃତ୍ତିକା ଗଠନର ବିଭିନ୍ନ ନିୟାମକଗୁଡ଼ିକ କ’ଣ ? ଉ – (i) ମୃତ୍ତିକା ଗଠନକୁ ପ୍ରଭାବିତ କରୁଥିବା ମୌଳିକ ବସ୍ତୁଗୁଡ଼ିକୁ ମୃଭିକା ଗଠନର ନିୟାମକ ବା କାରକ ବୋଲି କହନ୍ତି । ମୃତ୍ତିକା ଗଠନର କାରକଗୁଡ଼ିକ ହେଲା - ଶିଳାରେଣୁ, ଜୈବାଂଶ, ଜଳବାୟୁ, ଭୂପୃଷ୍ଠର ଉଚ୍ଚାବଚ୍ଚ ଇତ୍ୟାଦି। (ii) ମୃତ୍ତିକା ଯେଉଁ ପ୍ରାଥମିକ ଶିଳାରୁ ସୃଷ୍ଟି ହୁଏ, ସେହି ପ୍ରାଥମିକ ଶିଳା, ମୃତ୍ତିକାର ରଙ୍ଗ, ବିନ୍ୟାସ, ରାସାୟନିକ ଗୁଣ, ଖଣିଜପଦାର୍ଥ, ଜୈବାଂଶର ପରିମାଣ ଏବଂ ଭେଦ୍ୟତାକୁ ପ୍ରଭାବିତ କରିଥାଏ । (ii) ଭୂ-ଉଚ୍ଚାବଚ୍ଚ ଓ ସମୟ ମୃତ୍ତିକାର ସଞ୍ଚୟ ପରିମାଣ ଓ ମୃଭିକା ସ୍ତରକୁ ପ୍ରଭାବିତ କରୁଥିବାବେଳେ ମୃଭିକାର ଜୈବାଂଶ ପରିମାଣ ଉକ୍ତ ସ୍ଥାନର ଉଭିଦ, ପ୍ରାଣୀ ଓ ଅଣୁଜୀବଗୁଡ଼ିକ ଦ୍ଵାରା ପ୍ରଭାବ...

Class 10th Bhugol Bhu Sambala Prashn Uttar | Meher Sir

10th Class Geography Chapter 2 Bhu Sambala Question Answer odia medium | Bhu Sambala Prashnabali ସମ୍ବଳ ଓ ତା'ର ବିକାଶ ପ୍ରଶ୍ନାବଳୀ  sambala question answer class 10 | 10th class geography chapter 2 question answer bhu sambala class 10 question answer  class 10 geography chapter 2 bhu sambala question answer Class 10 Geography Bhu Sambala Question Answer . ପାଠ୍ୟପୁସ୍ତକଗ୍ଧ ପ୍ରଶ୍ନବଳୀର ଉତ୍ତର 1. ନିମ୍ନଲିଖତ ପ୍ରଶ୍ନର ଉତ୍ତର ଦିଅ । (କ) ଭୂ-ସମ୍ବଳର ବିନିଯୋଗ କିପରି କରାଯାଏ ? ଊ– (i) ମନୁଷ୍ୟ ଭୂମିକୁ ବିଭିନ୍ନ ଭାବରେ ବ୍ୟବହାର କରିଥାଏ । ଏହା ମନୁଷ୍ୟକୁ ଖାଦ୍ୟ, ବସ୍ତ୍ର, ବାସଗୃହ ଇତ୍ୟାଦି ମୌଳିକ ଆବଶ୍ୟକତା ଯୋଗାଇଥାଏ । (ii) ଭୂମିରେ ବିଭିନ୍ନ ପ୍ରକାର କୃଷିକାର୍ଯ୍ୟ କରାଯାଇ ଖାଦ୍ୟଶସ୍ୟ ଉତ୍ପାଦନ କରାଯାଇଥାଏ । (iii) ଗ୍ରାମ, ସହର, ବିଭିନ୍ନ ଶିଳ୍ପକେନ୍ଦ୍ର, ଶିକ୍ଷାନୁଷ୍ଠାନ, ବଜାର, ପ୍ରଶାସନିକ ଅନୁଷ୍ଠାନ ଇତ୍ୟାଦି ସ୍ଥାପିତ ହୋଇଥାଏ (iv) ବିଭିନ୍ନ ପ୍ରକାର ରାସ୍ତାଘାଟ, ରେଳପଥ, ଉଡ଼ାଜାହାଜ ପଡ଼ିଆ, ସାମୁଦ୍ରିକ ବନ୍ଦର, ନଦୀବନ୍ଧ କେନାଲ ଇତ୍ୟାଦି ପରିବହନ ମାଧ୍ୟମ ନିର୍ମାଣ କରାଯାଇଥାଏ । (v) ଭୂମିର ଉପରିଭାଗରୁ ଓ ଅଭ୍ୟନ୍ତରରୁ ବିଭିନ୍ନ ପ୍ରକାରର ଖଣିଜଦ୍ରବ୍ୟ ଉତ୍ତୋଳନ କରି କଞ୍ଚାମାଲ ଭାବରେ ଶିଳ୍ପକେନ୍ଦ୍ରମାନଙ୍କୁ ...

10th Class Geography Chapter 1 Prashna Uttar | Meher Sir

ସମ୍ବଳ ଓ ତାର ବିକାଶ | 10th Class Geography Chapter 1 Question Answer sambala class 10 notes class 10 geography chapter 1 notes .  ସମ୍ବଳ ଓ ତାର ବିକାଶ ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର 1. ନିମ୍ନଲିଖତଗୁଡ଼ିକର ଠିକ୍ ଉତ୍ତର ଲେଖ । (କ) କେଉଁଟି ଅପୂରଣୀୟ ସମ୍ବଳ ? (i) ପବନ ଶକ୍ତି (ii) ଶିକ୍ଷାନୁଷ୍ଠାନ (iii) କୋଇଲା  (iv) ଜଳ ଉତ୍ତର (କ) କୋଇଲା  (ଖ) କେଉଁଟି ଗୋଷ୍ଠୀଗତ ସମ୍ବଳ ? (i) ଗୃହ    (ii) ଶ୍ମଶାନ    (iii) ଚାଷ ଜମି    (iv) ରୋପଣ କୃଷି ଭୂମି ଉତ୍ତର  (ଖ) ଶ୍ମଶାନ 2. ପାର୍ଥକ୍ୟ ଦର୍ଶାଅ । (କ) ନବୀକରଣ ଯୋଗ୍ୟ ସମ୍ବଳି ଓ ନବୀକରଣ ଅଯୋଗ୍ୟ ସମ୍ବଳ । ନବୀକରଣ ଯୋଗ୍ୟ ସମ୍ବଳ (i) ମନୁଷ୍ୟଦ୍ଵାରା ବାରମ୍ବାର ବ୍ୟବହାର ସତ୍ତ୍ବେ ଯେଉଁ ସମ୍ବଳ ସମ୍ପୂର୍ଣ ରୂପେ କ୍ଷୟ ହୁଏ ନାହିଁ ଏବଂ ବିଭିନ୍ନ ଉପାୟ ଦ୍ବାରା ସେଗୁଡ଼ିକୁ ପୁନଃଭରଣ କରା ଯାଇଥାଏ, ସେଗୁଡ଼ିକ ନବୀକରଣଯୋଗ୍ୟ ସମ୍ବଳ କୁହାଯାଏ । (ii) ଜଳ, ମୃଭିକା, ବାୟୁ ଇତ୍ୟାଦି ନବୀକରଣଯୋଗ୍ୟ  ସମ୍ବଳର ଉଦାହରଣ । ନବୀକରଣ ଅଯୋଗ୍ୟ ସମ୍ବଳ (i) ମନୁଷ୍ୟଦ୍ଵାରା ଅନବରତ ବ୍ୟବହାର ହେବାଦ୍ଵାରା ବା ଅନ୍ୟାନ୍ୟ କାରଣଦ୍ଵାରା ଯେଉଁ ସମ୍ବଳ ହ୍ରାସ ପାଇଥାଏ ବା ନଷ୍ଟ ହୋଇଯାଏ ଏବଂ ଭବିଷ୍ୟତରେ ସେଗୁଡ଼ିକର ପୁନଃଭରଣ ସମ୍ଭବ ହୋଇ ନଥା...