Get 10th Class History Chapter 2 'Utkal Sammilani Ra Gathan' question answers, notes, and PDF solutions. Perfect study material for BSE Odisha Matric Exam!utkal sammilani ra gathan question answer, ଉତ୍କଳ ସମ୍ମିଳନୀର ଗଠନ question answer, class 10 history chapter 2 utkal sammilani, 10th class history chapter 8 question answer, bse odisha class 10 history unit 2 chapter 2, utkal sammilani class 10 notes pdfଉତ୍କଳ ସମ୍ମିଳନୀର ଗଠନ / class 10 history unit 2 chapter 2 utkal sammilani / question answer utkal sammilani ra gathan question answer | 10th class history chapter 8 question answer.
Utkal Sammilani Ra Gathan ( ଉତ୍କଳ ସମ୍ମିଳନୀ ଗଠନ )
ପାଠ୍ୟପୁସ୍ତକସୁ ଅନ୍ତର୍ଗତ ପ୍ରଶ୍ନବଳୀ ଓ ଉତ୍ତର
୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।
(କ) ‘ଉତ୍କଳ ସଭା’ ସମ୍ପର୍କରେ ଏକ ଟିପ୍ପଣୀ ଲେଖ ।
ଉ :(i) ପ୍ରଥମେ ମଧୁସୂଦନ ଦାସଙ୍କ ଉତ୍ସାହ ଓ ଉଦ୍ୟମରେ ୧୮୮୨ ଅଗଷ୍ଟ ୧୬ରେ କଟକଠାରେ ‘ଉତ୍କଳସଭା’ ଗଠିତ ହୋଇଥିଲା । ଏହା ଥିଲା ଓଡ଼ିଶାର ସର୍ବ ପ୍ରଥମ ସୁସଂଗଠିତ ରାଜନୀତିକ ଅନୁଷ୍ଠାନ ।
(ii) ଏହି ଉତ୍କଳସଭାର ପ୍ରଥମ ସଭାପତି ହେଲେ ଚୌଧୁରୀ କାଶୀନାଥ ଦାସ ଓ ପ୍ରଥମ ସମ୍ପାଦକ ହେଲେ ଗୌରୀଶଙ୍କର ରାୟ
(ii) ଏହି ‘ଉତ୍କଳସଭା’ର ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ସ୍ୱାୟତ୍ତ ଶାସନ ଅନୁଷ୍ଠାନ ସୃଷ୍ଟି କରିବାରେ ସାହାଯ୍ୟ କରିବା ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ଗୁଡ଼ିକୁ ପ୍ରୋତ୍ସାହିତ କରିବା ।
(iv) ୧୮୮୬ ଡିସେମ୍ବର ୨୮ରେ କଲିକତାଠାରେ ଅନୁଷ୍ଠିତ ଜାତୀୟ କଂଗ୍ରେସର ଦ୍ଵିତୀୟ ଅଧ୍ଵବେଶନରେ “ ଉତ୍କଳସଭା” ତରଫରୁ ମଧୁସୂଦନ ଦାସ, ଗୋଲୋକଚନ୍ଦ୍ର ବୋଷ, ହରିବଲ୍ଲଭ ବୋଷ ଓ କାଳିପଦ ବାନାର୍ଜୀ ଯୋଗଦେଇଥିଲେ ।
(v) ‘ଉତ୍କଳସଭା’ର କାର୍ଯ୍ୟ ପରିସର ଅତି ସଂକୀର୍ଣ୍ଣ ଥିଲା । ସେଥିପାଇଁ ଏକ ବୃହତ୍ତର ଜାତୀୟ ଅନୁଷ୍ଠାନ ଗଢ଼ିବା ଉଦ୍ଦେଶ୍ୟରେ ମଧୁବାବୁ ଉଦ୍ୟମ କଲେ ।
(ଖ) ଉତ୍କଳ ସମ୍ମିଳନୀ କିପରି ଜନ୍ମ ଲାଭ କଲା ?
ଉ :(i) ଗଞ୍ଜାମ ଜାତୀୟ ସଭାର ସଫଳତା ମଧୁସୂଦନଙ୍କୁ ସମଗ୍ର ଓଡ଼ିଶା ପାଇଁ ଏକ ଜାତୀୟ ସଭା ଡକାଇବାକୁ ପ୍ରେରଣା ଦେଇଥିଲା । ଏହି ପଦକ୍ଷେପ ଗ୍ରହଣ କରିବାକୁ ତାଙ୍କୁ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଉତ୍ସାହିତ କରିଥିଲେ ।
(ii) ୧୯୦୩ ମସିହା, ଗଡ଼ଜାତ ରାଜାମାନଙ୍କ ବାର୍ଷିକ ଅଧିବେଶନରେ ମୟୂରଭଞ୍ଜ, ଖଲ୍ଲିକୋଟ ଓ କନିକାର ରାଜାମାନେ ମଧୁସୂଦନଙ୍କ ବିଚାରଧାରାକୁ ଉଚ୍ଚ ଅଂଶସା କରିବା ସଙ୍ଗେ ସଙ୍ଗେ ସମର୍ଥନ ଜଣାଇଥିଲେ ।
(iii) ମଧୁସୂଦନ କଟକଠାରେ “ ଉତ୍କଳସଭା” ଆନୁକୂଲ୍ୟରେ ଏକ ସଭା ଆହ୍ବାନ କଲେ । ଏହି ସଭାରେ ସମସ୍ତ ଓଡ଼ିଶା ତଥା ବିଚ୍ଛିନ୍ନାଞ୍ଚଳ ସମୂହର ଏକତ୍ରୀକରଣ ଦିଗରେ ଉଦ୍ୟମ କରିବା ପାଇଁ ଏକ ଜାତୀୟ ଅନୁଷ୍ଠାନ କରାଯିବାପାଇଁ ନିଷ୍ପଭି ଗ୍ରହଣ କରାଗଲା ।
(iv) ଏହି ଜାତୀୟ ଅନୁଷ୍ଠାନର ନାମ ରଖାଗଲା “ ଉତ୍କଳ ସମ୍ମିଳନୀ” । ଉତ୍କଳ ସମ୍ମିଳନୀର ବିଧିବଦ୍ଧ ପ୍ରକାଶ ତଥା ପ୍ରଥମ ଅଧ୍ବେଶନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଗଲା ।
(v) ଏହି ଅଧୁବେଶନର ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷଭାବେ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଏବଂ ସମ୍ପାଦକ ଭାବେ ମଧୁସୂଦନ ଦାସ ରହିବାପାଇଁ ସ୍ଥିର ହୋଇଥିଲା । ଏହି ସମ୍ମିଳନୀ ଏକ ଅଣ ରାଜନୀତିକ ସଂସ୍ଥାରୂପେ କାର୍ଯ୍ୟ ଆରମ୍ଭ କଲା ।
(ଗ) ଉତ୍କଳ ସମ୍ମିଳନୀର ଗଠନରେ କେଉଁ ଗଡ଼ଜାତ ମୁ ତ ରାଜାମାନେ ମଧୁସୂଦନଙ୍କୁ ସକ୍ରିୟ ସହଯୋଗ କରିଥିଲେ ?
ଉ :(i) ୧୯୦୩ ମସିହାରେ ଗଡ଼ଜାତ ରାଜାମାନଙ୍କ ବାର୍ଷିକ ଅଧିବେଶନରେ ମୟୂରଭଞ୍ଜର ରାଜା ରାମଚନ୍ଦ୍ର ଭଞ୍ଜଦେଓ ଖଲ୍ଲିକୋଟ ରାଜା ଓ କନିକା ରାଜା ମଧୁସୂଦନଙ୍କ ବିଚାରଧାରାକୁ ଉଚ୍ଚ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ସମର୍ଥନ ଜଣାଇଥିଲେ ।
(ii) “ ଉତ୍କଳ ସମ୍ମିଳନୀ”ର ବିଧିବଦ୍ଧ ପ୍ରକାଶ ତଥା ପ୍ରଥମ ଅଧୂବେଶନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଗଲା । ଏହି ଅଧ୍ଵବେଶନର ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷଭାବେ କନିକା ରାଜା ରାଜେନ୍ଦ୍ର ପ୍ରସାଦ ନାରାୟଣ ଭଞ୍ଜଦେଓ ରହିବାର ସ୍ଥିର ହୋଇଥିଲା ।
(iii) ୧୯୦୩ ଡିସେମ୍ବର ୩୦ ଓ ୩୧ ତାରିଖରେ ‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅଧ୍ଶନରେ ତିରିଶ ଜଣ ଗଡଜାତ ରାଜା ଯୋଗ ଦେଇଥିଲେ ।
(iv) ଏହି ଅଷ୍ଟ୍ରେଶନରେ ଢେଙ୍କାନାଳ ରାଜା ସୁରପ୍ରତାପ ମହେନ୍ଦ୍ର ବାହାଦୂର, କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ, ଆଠଗଡ଼ର ରାଜା ବିଶ୍ବନାଥ ବେବର୍ଷା, ଏବଂ ତାଳଚେର ରାଜା କିଶୋର ଚନ୍ଦ୍ର ହରିଚନ୍ଦନ ଯୋଗ ଦେଇଥିଲେ ।
(y) ପ୍ରଥମ ଅଧିବେଶନରେ ସଭାପତିତ୍ବ କରି ଥ୍ ଲେ ମୁଖ ମୟୂରଭଞ୍ଜର ରାଜା ରାମଚନ୍ଦ୍ର ଭଞ୍ଜ । ଏହି ଅଧୁବେଶନରେ ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ ପରିଚାଳିତ ହୋଇଥିଲା ।
(ଘ) ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ କେଉଁ ଅଞ୍ଚଳର ଓ କେଉଁ ବର୍ଗର ସାଧାରଣ ଲୋକ ଯୋଗ ଦିନ ଦେଇଥିଲେ ଏବଂ ଏଠାରେ ମଧୁସୂଦନ କ’ଣ ଆହ୍ବାନ ଦେଇଥିଲେ ?
ଉ :(i) ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ୧୯୦୩ ମସିହା ଡିସେମ୍ବର ୩୦ ଓ ୩୧ ତାରିଖରେ କଟକଠାରେ ଅନୁଷ୍ଠିତ ହୋଇଥିଲା ।
(ii) ଏହି ଅଧୁବେଶନରେ ମାନ୍ଦ୍ରାଜ, କେନ୍ଦ୍ରୀୟ ପ୍ରଦେଶ ଏବଂ ବଙ୍ଗଳାର ଓଡ଼ିଆ ପ୍ରତିନିଧୁମାନେ ତଥା ସେହି ଅଞ୍ଚଳର ତିରିଶ ଜଣ ଗଡ଼ଜାତ ରାଜା ଯୋଗଦେଇଥିଲେ ।
(iii) ଢେଙ୍କାନାଳ, କେନ୍ଦୁଝର, ଆଠଗଡ଼ ଏବଂ ତାଳଚେରର ରାଜା ମାନେ ଏହି ଅଧିବେଶନରେ ଯୋଗ ଦେଇଥିଲେ ।
(iv) ବିଭିନ୍ନ ଅଞ୍ଚଳରୁ ଅନେକ ଜମିଦାର, ଆଇନଜୀବୀ, ସରକାରୀ କର୍ମଚାରୀ, ବ୍ୟବସାୟୀ ଓ ଛାତ୍ରମାନେ ଏଥରେ ଯୋଗଦେଇଥିଲେ ।
(v) ଉତ୍କଳ ସମ୍ମିଳନୀର ମହାସିନ୍ଧୁରେ ନିଜର ପ୍ରାଣବିନ୍ଦୁ ମିଶାଇ ଦେବାପାଇଁ ସବୁ ଓଡ଼ିଆ ଭାଇମାନଙ୍କୁ ମଧୁସୂଦନ ଦାସ ଆହ୍ବାନ ଦେଇଥିଲେ ।
(ଙ) ମଧୁସୂଦନ କାହିଁକି ଉତ୍କଳ ସମ୍ମିଳନୀ ତ୍ୟାଗ କଲେ ଏବଂ ପୁନଃସଂଗଠିତ ଉତ୍କଳ ସମ୍ମିଳନୀର କାର୍ଯ୍ୟ କ’ଣ ଥିଲା ?
ଉ :(i) ୧୯୨୦ ମସିହାରେ ମହାତ୍ମାଗାନ୍ଧୀଙ୍କ ଆହ୍ଵାନକ୍ରମେ ନିର୍ମୂଳଭାରତ ଜାତୀୟ କଂଗ୍ରେସ ବ୍ରିଟିଶ ସରକାରଙ୍କ ବିରୋଧରେ ଅସହଯୋଗ ଆନ୍ଦୋଳନ ଚଳାଇବାପାଇଁ ସ୍ଥିର କଲା ।
(ii) ୧୯୨୧ ମସିହା ଠାରୁ ଅସହଯୋଗ ଆନ୍ଦୋଳନ ଆରମ୍ଭହେଲା । ପଣ୍ଡିତ ଗୋପବନ୍ଧୁ ଦାସ ପ୍ରଭୃତି କଂଗ୍ରେସ ନେତାମାନେ ଭାବିଲେ ଅସହଯୋଗ ଆନ୍ଦୋଳନ ଦ୍ବାରା ହିଁ ଉତ୍କଳ ସମ୍ମିଳନୀର ମୂଳଲକ୍ଷ୍ୟ ଅର୍ଥାତ୍ ବିଚ୍ଛିନ୍ନାଞ୍ଚଳ ସମୂହର ମିଶ୍ରଣ ଓ ଏକ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ଭବ ହେବ ।
(iii) ୧୯୨୦ ମସିହାରେ ସିଂହଭୂମି ଜିଲ୍ଲାର ଚକ୍ରଧରପୁରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଅଧିବେଶନ କଂଗ୍ରେସର ଲକ୍ଷ୍ୟ ଓ ଆଦର୍ଶକୁ ଗ୍ରହଣ କରିନେଲା ।
(iv) ଏହା ଫଳରେ ଉତ୍କଳ ସମ୍ମିଳନୀ ଏକ ପ୍ରକାର କଂଗ୍ରେସ ସହିତ ମିଶିଗଲା ଓ ଏହାର ସ୍ୱତନ୍ତ୍ର ସତ୍ତା ଲୋପ ପାଇଲା ।
(v) ମଧୁବାବୁ ଅସହଯୋଗ ଆନ୍ଦୋଳନର ବିରୋଧୀ ଥିଲେ । ତେଣୁ ସେ ଉତ୍କଳ ସମ୍ମିଳନୀ ସହ ସମସ୍ତ ସମ୍ପର୍କ ତୁଟାଇ ଦେଲେ ।
Utkal Sammilani Ra Gathan 2 Mark Question Answer
୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଗୋଟି ଶବ୍ଦରେ ଲେଖ ।
(କ) କେଉଁଠାରେ ଏବଂ କାହା ପ୍ରେରଣାରେ ‘ଗଞ୍ଜାମ ଜାତୀୟ ସମିତି’ ଗଠିତ ହୋଇଥିଲା ?
ଉ :(i) ୧୯୦୩ ମସିହା ଆରମ୍ଭରେ କେତେ ଉତ୍ସାହୀ ଓଡ଼ିଆ ଚିଲିକା ହ୍ରଦକୂଳ ନିକଟସ୍ଥ ରମ୍ଭାଠାରେ ଏକତ୍ର ହୋଇଥିଲେ ।
(ii) ସେଠାରେ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ ଦେବଙ୍କ ପ୍ରେରଣାରେ ‘ଗଞ୍ଜାମ ଜାତୀୟ ସମିତି’ ନାମକ ଏକ ଅନୁଷ୍ଠାନ ଗଠନ କଲେ ।
(ଖ) ମଧୁବାବୁ କ’ଣ ପାଇଁ ଏକ ବୃହତ୍ ଜାତୀୟ ଅନୁଷ୍ଠାନର ଆବଶ୍ୟକତା ଅନୁଭବ କଲେ ?
ଉ : ଗଞ୍ଜାମ ଜାତୀୟ ସଭାରେ ଯୋଗଦେଇ ମଧୁସୂଦନ ଦାସ ଅନୁଭବ କଲେ ଯେ ବିଚ୍ଛିନ୍ନାଞ୍ଚଳ ସମୂହର ମିଶ୍ରଣ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଏକ ବୃହତ୍ତର ଜାତୀୟ ଅନୁଷ୍ଠାନର ଏକାନ୍ତ ଆବଶ୍ୟକ ରହିଛି ।
(ଗ) ୧୯୦୩ରେ କେଉଁଠାରେ ‘ଉତ୍କଳ ସଭା’ର ଏକ ସଭା ଆହୂତ ହୋଇଥିଲା ଏବଂ ଏଠାରେ କ’ଣ ନିଷ୍ପତ୍ତି ନିଆଯାଇଥିଲା ?
ଉ :(i) ୧୯୦୩ ମସିହାରେ କଟକଠାରେ ମଧୁସୂଦନ ‘ଉତ୍କଳସଭା’ ଆନୁକୂଲ୍ୟରେ ଏକସଭା ଆହ୍ବାନ କଲେ ।
(ii) ଏହି ସଭାରେ ସମଗ୍ର ଓଡ଼ିଶା ତଥା ବିଚ୍ଛିନ୍ନାଞ୍ଚଳ ସମୂହର ଏକତ୍ରୀକରଣ ଦିଗରେ ଉଦ୍ୟମ କରିବା ପାଇଁ ଏକ ଜାତୀୟ ଅନୁଷ୍ଠାନ ଗଠନ କରାଯିବା ନିଷ୍ପତ୍ତି ଗ୍ରହଣ କରାଗଲା ।
(ଘ) ଉତ୍କଳ ସମ୍ମିଳନୀର ପ୍ରଥମ ଅଧ୍ଶନ ପାଇଁ କେଉଁମାନେ ସଭାପତି ଓ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ ?
ଉ :(i) ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ସଭାପତି ଭାବେ ମୟୂରଭଞ୍ଜର ରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ।
(ii) ସମ୍ପାଦକ ଭାବେ ମଧୁସୂଦନ ଦାସଙ୍କୁ ମନୋନୀତ କରାଯାଇଥିଲା ।
() ଉତ୍କଳ ସମ୍ମିଳନୀର ପ୍ରଥମ ଅବେଶନ କେବେ ଏବଂ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
ଉ : ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ୧୯୦୩ ମସିହା ଡିସେମ୍ବର ୩୦ ଓ ୩୧ ତାରିଖରେ କଟକଠାରେ ଅନୁଷ୍ଠିତ ହୋଇଥିଲା ।
(ଚ) ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଖଲ୍ଲିକୋଟ, କନିକା ଓ ମୟୂରଭଞ୍ଜର ରାଜାଙ୍କ ବ୍ୟତୀତ ଅନ୍ୟ କେଉଁ ରାଜାମାନେ ଯୋଗ ଦେଇଥିଲେ ?
ଉ : ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଖଲିକୋଟ, କନିକା, ମୟୂରଭଞ୍ଜ ରାଜା ବ୍ୟତୀତ ଢେଙ୍କାନାଳର ରାଜା ସୁରପ୍ରତାପ ମହେନ୍ଦ୍ର ବାହାଦୂର, କେନ୍ଦୁଝର ରାଜା ଧନୁର୍ଜୟ ନାରାୟଣ ଭଞ୍ଜଦେଓ, ଆଠଗଡ଼ର ରାଜା ବିଶ୍ବ ନାଥ ବେବର୍ଷା ଏବଂ ତାଳଚେରର ରାଜା କିଶୋର ଚନ୍ଦ୍ର ହରିଚନ୍ଦନ ଯୋଗଦେଇଥିଲେ ।
(ଛ) ଉତ୍କଳ ସମ୍ମିଳନୀର ପ୍ରଥମ ଅବେଶନରେ କେଉଁ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ କ’ଣ ଅନୁମୋଦିତ ହୋଇଥିଲା ?
ଉ :(i) ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଓଡ଼ିଶାର କଳା ଓ ସାହିତ୍ୟର ଉନ୍ନତି ସମ୍ପର୍କିତ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା ।
(ii) ରିସ୍ଲେ ସର୍କୁଲାରକୁ ଅନୁମୋଦନ କରାଯାଇଥିଲା ।
(ଜ) ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧ୍ଵଂଶନ କେଉଁଠାରେ ଅନୁଷ୍ଠିତ ହୋଇଥିଲା ଏବଂ ଏଠାରେ ମଧୁସୂଦନ ସରକାରଙ୍କ କେଉଁ ନିଷ୍ପଭିକୁ ବିରୋଧ କରିଥିଲେ ?
ଉ :(i) ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧିବେଶନ ୧୯୧୨ ମସିହା ଏପ୍ରିଲ୍ ୬ ଓ ୭ ତାରିଖରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଥିଲା ।
(ii) ସରକାରଙ୍କ ବିହାର-ଓଡ଼ିଶା ପ୍ରଦେଶ ଗଠନକୁ ମଧୁବାବୁ ବିରୋଧ କରିଥିଲେ ।
(ଝ) ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ କେବେ ଏବଂ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
ଉ : ୧୯୧୪ ଡିସେମ୍ବର ୨୬ ଓ ୨୭ ତାରିଖରେ ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ହୋଇଥିଲା ।
() ୧୯୨୫ରେ ଉତ୍କଳ ସମ୍ମିଳନୀର ଅଧୂବେଶନ କେଉଁଠାରେ ଏବଂ କାହା ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା ?
ଉ : ୧୯୨୫ରେ କଟକଠାରେ ଉତ୍କଳ ସମ୍ମିଳନୀର ଅଧବେଶନ କଳ୍ପତରୁ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ।
Utkal Sammilani Ra Gathan 1 Mark Question Answer
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) କାହା ନେତୃତ୍ବରେ ‘ବଙ୍ଗ ଜାତୀୟ ସଭା’ ଗଠିତ ହୋଇଥିଲା ?
ଉ : ସାର ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ନେତୃତ୍ବରେ ବଙ୍ଗଜାତୀୟ ସଭା ଅନୁଷ୍ଠାନ ଗଠିତ ହେଲା ।
(ଖ) ଗଞ୍ଜାମ ଜାତୀୟ ସମିତିର ଉଦ୍ଦେଶ୍ୟ କ’ଣ ଥିଲା ?
ଉ : ଗଞ୍ଜାମ ଓ ଅନ୍ୟାନ୍ୟ ଦକ୍ଷିଣାଞ୍ଚଳ ଜିଲ୍ଲାମାନଙ୍କୁ ତଥା ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳକୁ ଏକ ଶାସନାଧୀନରେ ରଖିବାପାଇଁ ଉଦ୍ୟମ କରିବା ।
(ଗ) ବୈକୁଣ୍ଠ ନାଥ ଦେ କେଉଁ ଅଞ୍ଚଳର ବ୍ୟକ୍ତି ଥିଲେ ?
ଉ : ରାଜା ବୈକୁଣ୍ଠନାଥ ଦେ ବାଲେଶ୍ୱର ଅଞ୍ଚଳର ବ୍ୟକ୍ତି ଥିଲେ ।
(ଘ) ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧିବେଶନ କେବେ - ଅନୁଷ୍ଠିତ ହୋଇଥିଲା ?
ଉ : ୧୯୧୨ ମସିହା ଏପ୍ରିଲ ୬ ଓ ୭ ତାରିଖରେ ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।
(ଙ) ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନରେ କିଏ ଅଧ୍ୟକ୍ଷତା କରିଥିଲେ ?
ଉ : ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନରେ ମଞ୍ଜୁଷାର ରାଜା ବିକ୍ରମଦେବ ବର୍ମା ଅଧ୍ଯକ୍ଷତା କରିଥିଲେ ।
(ଚ) ୧୯୨୦ରେ ଉତ୍କଳ ସମ୍ମିଳନୀର କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
ଉ : ସିଂହଭୂମି ଜିଲ୍ଲାର ଚକ୍ରଧରପୁରଠାରେ ଉତ୍କଳ ସମ୍ମିଳନୀର ଅବେଶନ ଅନୁଷ୍ଠିତ ହୋଇଥିଲା ।
(ଛ) କେବେ ଉତ୍କଳ ସମ୍ମିଳନୀକୁ ପୁନର୍ବାର ସଂଗଠିତ କରାଯାଇଥିଲା ?
ଉ : ୧୯୨୪ରେ ଉତ୍କଳ ସମ୍ମିଳନୀକୁ ପୁନର୍ବାର ସଂଗଠିତ କରାଯାଇଥିଲା ।
(ଜ) ମଧୁସୂଦନ କେବେ ପ୍ରାଣତ୍ୟାଗ କରିଥିଲେ ?
ଉ : ୧୯୩୪ ମସିହା ଫେବୃୟାରୀ ୪ ତାରିଖରେ ମଧୁବାବୁ ପ୍ରାଣତ୍ୟାଗ କରିଥିଲେ |
(ଝ) କେଉଁଦିନ ଉତ୍କଳ ସମ୍ମିଳନୀର ଶେଷ ବୈଠକ ବସିଥିଲା ?
ଉ : ଉତ୍କଳ ସମ୍ମିଳନୀର ଶେଷ ବୈଠକ ୧୯୩୫ ଫେବୃୟାରୀ ୧୧ ତାରିଖରେ କଟକଠାରେ ବସିଥିଲା ।
(ଞ) ଓଡ଼ିଶା କେବେଠାରୁ ଏକ ସ୍ଵତନ୍ତ୍ର ପ୍ରଦେଶ ହେଲା ?
ଉ : ୧୯୩୬ ଏପ୍ରିଲ ୧ ତାରିଖରୁ ଏକ ସ୍ବତନ୍ତ୍ର ପ୍ରଦେଶଭାବେ ଗଠିତ ହେଲା ।
୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।
(କ) କେଉଁଟି ଓଡ଼ିଶାର ପ୍ରଥମ ସୁସଂଗଠିତ ରାଜନୀତିକ ଅନୁଷ୍ଠାନ ?
(i) ଗଞ୍ଜାମ ଜାତୀୟ ସମିତି
(ii) ଉତ୍କଳ ସଭା
(iii) ଗଞ୍ଜାମ ଜାତୀୟ ସଭା
(iv) ଉତ୍କଳ ସମ୍ମିଳନୀ
(ଖ) କିଶୋର ଚନ୍ଦ୍ର ହରିଚନ୍ଦନ କେଉଁ ଗଡ଼ଜାତର ରାଜା ଥିଲେ ?
(i) ଢେଙ୍କାନାଳ
(iii) ଆଠଗଡ଼
(ii) ତାଳଚେର
(iv) କେନ୍ଦୁଝର
(ଗ) ‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅଧିବେଶନରେ କିଏ ସଭାପତିତ୍ବ କରିଥିଲେ ?
(i) ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ
(ii) ଧନୁର୍ଜୟ ନାରାୟଣ ଭଞ୍ଜଦେଓ
(iii) ଶ୍ରୀରାମଚନ୍ଦ୍ର ଭଞ୍ଜ
(iv) ହରିହର ମର୍ଦ୍ଦରାଜ
(ଘ) ‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅଧିବେଶନ କେଉଁ ଭାଷାରେ ପରିଚାଳିତ ହୋଇଥିଲା ?
(i) ଇଂରାଜୀ
(iii) ବଙ୍ଗାଳୀ
(ii) ଓଡ଼ିଆ
(iv) ହିନ୍ଦୀ
(ଙ) ‘ଉତ୍କଳ ସମ୍ମିଳନୀ’ ତରଫରୁ ମଣ୍ଟେଗୁ ଓ ଚେମ୍ସ୍ପୋର୍ଡ଼ଙ୍କୁ କେବେ ଦାବି ପତ୍ର ଦିଆଯାଇଥିଲା ? -
(i) ୧୯୧୨
(iii) ୧୯୧୭
(ii) ୧୯୧୪
(iv) ୧୯୧୮

No comments:
Post a Comment