Class 10 History Chapter 9 Notes Odia Medium | Swatantra Odisha


Odia Medium Class 10 History 1936 Masiha Parjyanta Odia Andolan O Swatantra Odisha Pradesh Gathana ( ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ) 1936 masiha paryanta odia andolana mcq | swatantra odisha prades gathana mcq.  1936 masiha paryanta odia andolana mcq, swatantra odisha prades gathana mcq, class 10 history chapter 3 odia medium mcq, ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ, swatantra odisha pradesh gathana question answer, bse odisha 10th class history chapter 3 mcq

Swatantra Odisha

୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ 

ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ଊନବିଂଶ ଶତାବ୍ଦୀରେ ଓଡ଼ିଶାର ଭୌଗୋଳିକ ସ୍ଥିତି କ’ଣ ଥିଲା ?

‍:(i) ଊନବିଂଶ ଶତାବ୍ଦୀରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ମୁଖ୍ୟତଃ ବାଲେଶ୍ବର, କଟକ ଓ ପୁରୀ ଇଂରେଜ ଶାସନାଧୀନ ହୋଇଥିଲା । ଏହାଛଡ଼ା ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକ ମଧ୍ୟ ଇଂରେଜମାନଙ୍କୁ କର ପ୍ରଦାନ କରୁଥିଲେ ।

(ii) ଓଡ଼ିଶାର ଗଞ୍ଜାମ ଜିଲ୍ଲାକୁ ୧୭୫୯ ମସିହାରେ ଇଂରେଜମାନେ ଅଧୂର କରି ଦକ୍ଷିଣରେ ମାଡ୍ରାସ ପ୍ରେସିଡେନ୍ସିରେ ମିଶାଇଥିଲେ ।

(iii) ୧୮୪୯ ମସିହାରେ ସମ୍ବଲପୁର ଇଂରେଜମାନଙ୍କ ଦ୍ବାରା ଅଧିକୃତ ହୋଇ ମଧ୍ୟପ୍ରଦେଶର ଅଂଶବିଶେଷ ହୋଇଥିଲା । 

(iv) ଓଡ଼ିଆ ଭାଷାଭାଷୀ ଅଞ୍ଚଳ ମେଦିନିପୁର, ବଙ୍ଗ ପ୍ରେସିଡେନ୍ସିରେ ମିଶି ରହିଥିଲା ।  

(v) ସେହିପରି ସିଂହଭୂମି ଥିଲା ବିହାରର ଛୋଟନାଗପୁର ବିଜ୍ଞାନ ଅଧୀନରେ । ଏହିପରି ଭାବରେ ଓଡ଼ିଶା ଖଣ୍ଡବିଖଣ୍ଡିତ ତ ହୋଇ ରହିଥିଲା । ଏହା ଓଡ଼ିଆ ଜାତିର ସ୍ଵାଭିମାନକୁ ପ୍ରଚଣ୍ଡ ଆଘାତ ଦେଇଥିଲା ।


(ଖ) ଓଡ଼ିଶାର ଭାଷା ଆନ୍ଦୋଳନ କେଉଁ ପରିସ୍ଥିତିରେ ଆରମ୍ଭ ହୋଇଥିଲା ?

ଉ: (i) ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଓଡ଼ିଶାବାସୀ ତାଙ୍କର ଜାତୀୟ ଆନ୍ଦୋଳନ ଆରମ୍ଭ କରିଥିଲେ । ଓଡ଼ିଆ ଭାଷାକୁ ବିଲୋପ କରିବାର ଚକ୍ରାନ୍ତ ଚାଲିଥିଲା ।

(ii) ୧୮୪୯ ମସିହାରେ କଟକର ତତ୍‌କାଳୀନ କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷା ଭାବେ ସ୍ବୀକୃତି ପ୍ରଦାନ ନ କରିଥିଲେ । ଓଡ଼ିଆ ଏକ ଭାଷା ନୁହେଁ ବୋଲି ପ୍ରଚାରିତ ହୋଇଥଲା ।

(iii) ବିଖ୍ୟାତ ଭାଷାବିତ୍ ଜନ୍ ବିମ୍ସ, ଓଡ଼ିଶାର ଗଭଣ୍ଡିର ଗୋଲ୍ସସବରୀ ଏବଂ ବଙ୍ଗର ପ୍ରସିଦ୍ଧ ଲେଖକ ବାସୁଦେବ ୧୯ ମୁଖୋପାଧ୍ୟାୟ ଏହି ମତକୁ ଗ୍ରହଣ କରିନଥିଲେ । 

(iv) ଏହି ବିବାଦ ବହୁ ପତ୍ରପତ୍ରିକାରେ ପ୍ରକାଶିତ ହେଲା, ବହୁ ସଭାସମିତିରେ ଚର୍ଚ୍ଚିତ ହେଲା । ଓଡ଼ିଆ ଭାଷା ପ୍ରତି ୧୫ ଅନୁରକ୍ତ ଥିବା ବିଦ୍ବାନମାନେ ଏହି ମତକୁ ଖଣ୍ଡନ କଲେ । 

(v) ‘ଉତ୍କଳ ସଭା’ ସଂଗଠନ ଏବଂ ‘ଉତ୍କଳ ଦୀପିକା’ ଓ ଚାଉଛି ‘ସମ୍ବାଦ ବାହିକା’ ଆଦି ଖବରକାଗଜ ମାଧ୍ୟମରେ ଏହି ମତ ବିରୋଧରେ ମନ୍ତବ୍ୟ ପ୍ରକାଶ ପାଇଲା । 


(ଗ) ସାହିତ୍ୟିକମାନଙ୍କର ଓଡ଼ିଆ ଭାଷା ଆନ୍ଦୋଳନକୁ ଅବଦାନ ସମ୍ପର୍କରେ ଆଲୋଚନା କର ।

ଉ: (i) କଟକରେ ବିଚିତ୍ରାନନ୍ଦ ଦାସଙ୍କ ଦ୍ବାରା ପ୍ରିଣ୍ଟିଂ ପ୍ରେସ୍‌ର ସ୍ଥାପନା ଓଡ଼ିଆ ଫଳରେ ଓଡ଼ିଆ ଭାଷାର ପ୍ରସାର ପାଇଁ ସୁଯୋଗ ମିଳିଲା । ୧୮୬୬ରେ ଗୌରୀଶଙ୍କର ରାୟଙ୍କ ସଂପାଦନାରେ ‘ଉତ୍କଳ ଦୀପିକା’ର ପ୍ରକାଶ ପାଇଁ ଭିଭି ପ୍ରସ୍ତୁତ କରିଥିଲା ।

 (ii) ବାଲେଶ୍ବରରେ ଫକୀରମୋହନ ସେନାପତି ଏବଂ ଶ୍ୟାମାନନ୍ଦ ଦେଙ୍କ ଦ୍ଵାରା ଦୁଇଟି ଛାପାଖାନା ‘ସମ୍ବାଦ ବାହିକା’ ଓ ‘ଉତ୍କଳ ଦର୍ପଣ’ ନାମକ ଦୁଇଟି ଖବରକାଗଜ କାରେ ପ୍ରକାଶ ଏଥ ନିମନ୍ତେ ସହାୟକ ହୋଇଥିଲା ।

(iii) ବ୍ୟାସକବି ଫକୀର ମୋହନ ସେନାପତି ଓ କବିବର ରାଧାନାଥ ରାୟ ଓଡ଼ିଆ ଭାଷା ବିରୋଧୀ ମନ୍ତବ୍ୟକୁ ତୀବ୍ର ବିରୋଧ କରିଥିଲେ ।

(iv) ଓଡ଼ିଆ ଭାଷାର ସ୍ଵତନ୍ତ୍ରତାକୁ ଓ ଓଡ଼ିଆମାନଙ୍କ ଭ୍ରାତୃତ୍ଵ ଭାବନାକୁ ବଜାଇ ରଖିବା ପାଇଁ ୧୮୭୬ ମସିହାରେ କଟକଠାରେ ‘ଉତ୍କଳସଭା’ ଗଠନ ହେଲା ।

(v) ଗଞ୍ଜାମବାସୀ ‘ଗଞ୍ଜାମ ଉତ୍କଳ ହିତବାଦିନୀ’ ସ୍ଥାପନ କରି ଓଡ଼ିଆ ଭାଷା ଆନ୍ଦୋଳନକୁ ବଳବତ୍ତର କରିଥିଲେ । 


(ଘ) ସମ୍ବଲପୁରର କୋର୍ଟ କଚେରୀରେ ଓଡ଼ିଆ ଭାଷା ଉଚ୍ଛେଦ ହେଲା ପରେ କି ପ୍ରତିକ୍ରିୟା ସୃଷ୍ଟି କରିଥିଲା ?

 ଉ: (i) ୧୮୯୫ ଜାନୁୟାରୀ ୧୫ରେ କେନ୍ଦ୍ରୀୟ ପ୍ରଦେଶର ମୁଖ୍ୟ କମିଶନର ସାର୍ ଆଣ୍ଡ୍ରାଫ୍ରେଜର ସମ୍ବଲପୁର କୋର୍ଟ କଚେରୀମାନଙ୍କରୁ ଓଡ଼ିଆ ଭାଷା ଉଚ୍ଛେଦକରି ହିନ୍ଦୀଭାଷା ପ୍ରଚଳନ କରିଥିଲେ ।

(ii) ଇଂରେଜ ସରକାରଙ୍କ ଏହି ନୀତିକୁ ନୀଳମଣି ବିଦ୍ୟାରତ୍ନ ତାଙ୍କ ସମ୍ପାଦନାରେ ଆତ୍ମପ୍ରକାଶ କରୁଥିବା ‘ସମ୍ବଲପୁର ହିତୈଷିଣୀ’ରେ ତୀବ୍ର ସମାଲୋଚନା କରିଥିଲେ । କବି ଗଙ୍ଗାଧର ମେହେର ନୀଳମଣିଙ୍କୁ ଏଥପାଇଁ ଅଭିନନ୍ଦନ ଜଣାଇଥିଲେ ।

(iii) ସମ୍ବଲପୁରରେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଆରମ୍ଭ ହେଲା । ଏହାର ନେତୃତ୍ବ ନେଇଥିଲେ ଧରଣୀଧର ମିଶ୍ର, ମଦନମୋହନ ମିଶ୍ର, ବ୍ରଜମୋହନ ପଟ୍ଟନାୟକ ଓ ବଳଭଦ୍ର ସୂପକାର । 

(iv) ୧୯୦୧ ଅଗଷ୍ଟମାସରେ ସମ୍ବଲପୁରର ବହୁ ନେତୃସ୍ଥାନୀୟ ବ୍ୟକ୍ତି ସିମିଳାଠାରେ ଲର୍ଡ କର୍ଜନଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ । ସେମାନଙ୍କ ଦାବୀକୁ ସହୃଦୟତାର ସହ ବିଚାର କରିବା ପାଇଁ ଲର୍ଡ କର୍ଜନ ଆଣ୍ଡ୍ରାଫ୍ରେଜର୍‌ଙ୍କୁ ପତ୍ର ଲେଖୁଥିଲେ ।

(v) ସମ୍ବଲପୁରବାସୀଙ୍କ ଏହି ଆନ୍ଦୋଳନକୁ ଓଡ଼ିଶାର ଅନ୍ୟ ଅଞ୍ଚଳଗୁଡ଼ିକର ବିଶେଷକରି ଉପକୂଳବର୍ତ୍ତୀ ଅଞ୍ଚଳର  ନାଗରିକମାନେ ସକ୍ରିୟ ସମର୍ଥନ ଦେଇଥିଲେ । କର୍ଜନ ଓଡ଼ିଶା ପରିଦର୍ଶନ ପରେ ୧୯୦୩ ଜାନୁୟାରୀ ୧ ତାରିଖରୁ ସମ୍ବଲପୁର କୋର୍ଟ କଚେରୀରେ ଓଡ଼ିଆ ଭାଷା ପ୍ରଚଳିତ ହେଲା ।


(ଙ) ଲର୍ଡ଼ କର୍ଜନଙ୍କ ସ୍ଵତନ୍ତ୍ର ଓଡ଼ିଶା ଗଠନର ଆଭିମୁଖ୍ୟ କ’ଣ ଥିଲା ?

ଉ:(i) ମଧୁସୂଦନ ଦାସ ସିମିଳା ଯାଇ ଭାରତର ବଡଲାଟ ଲର୍ଡ କର୍ଜନଙ୍କ ସମ୍ମୁଖରେ ବିଖଣ୍ଡିତ ତଥା ପରିଚୟ ବିହୀନ ଓଡ଼ିଆ ଜାତିର କଷ୍ଟକୁ ଅତ୍ୟନ୍ତ ମାର୍ମିକ ଭାବରେ ଉପସ୍ଥାପିତ କରିଥିଲେ ।

(ii) ମଧୁବାବୁ ଲର୍ଡ କର୍ଜନଙ୍କୁ ପ୍ରଭାବିତ କରି ଓଡ଼ିଶା ପରିଦର୍ଶନରେ ଆସିବାକୁ ଅନୁରୋଧ କରିଥିଲେ । ଲର୍ଡ କର୍ଜନ ଓଡ଼ିଶା ଗସ୍ତକରି ଓଡ଼ିଶାର କଳା ଓ ସ୍ଥାପତ୍ୟରେ ମୁଗ୍‌ଧ ହୋଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କ ଏକତ୍ରୀକରଣର ଆବଶ୍ୟକତାକୁ ହୃଦ୍‌ବୋଧ କରିଥିଲେ । 

(iii) ଏହା ଫଳରେ ୧୯୦୩ ଜାନୁୟାରୀ ୧ ତାରିଖରୁ ପୁନର୍ବାର ସମ୍ବଲପୁର କୋର୍ଟ କଚେରୀରେ ଓଡ଼ିଆ ଭାଷା ପ୍ରଚଳିତ ହୋଇଥିଲା । ସମ୍ବଲପୁରରେ ଓଡ଼ିଆ ଭାଷା ପ୍ରଚଳିତ ହେବା ପରେ ଓଡ଼ିଆମାନଙ୍କ ମଧ୍ୟରେ ଅପୂର୍ବ ଜାଗରଣ ଦେଖାଦେଇଥିଲା ।

(iv) ୧୯୦୩ ଡିସେମ୍ବର ୩ ତାରିଖରେ ଭାରତର ଘରୋଇ ସଚିବ ହେନେରୀ ରିସ୍‌ ‘ରିସଲେ ସର୍କୁଲାର’ ପ୍ରକାଶ କରିଥିଲେ । ଫଳସ୍ୱରୂପ ୧୯୦୫ ଜୁଲାଇ ୧୯ ତାରିଖରେ ସମ୍ବଲପୁରକୁ କେନ୍ଦ୍ରୀୟ ପ୍ରଦେଶରୁ ପୃଥକ୍ କରି ଓଡ଼ିଶା ଡିଭିଜନରେ ଅନ୍ତର୍ଭୁକ୍ତ କରାଗଲା ।

(v) ୧୯୦୪ ଜାନୁୟାରୀ ୫ ତାରିଖରେ ଲର୍ଡ କର୍ଜନ, ମାନ୍ଦ୍ରାଜ ଗଭର୍ଣ୍ଣରଙ୍କୁ ଓଡ଼ିଶା ସହିତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ମିଶ୍ରଣ ସମ୍ପର୍କରେ ଏକ ପତ୍ରଲେଖୁ ଜଣାଇଥିଲେ । 


(ଚ) ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧିବେଶନରେ ମଧୁସୂଦନ ଦାସ ଏବଂ ଦଶମ ଅଧ୍ବବେଶନରେ ଜୟପୁରର ରାଜା ବିକ୍ରମଦେବ ବର୍ମା କ’ଣ କହିଥିଲେ ?

‍:(i) ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧିବେଶନ ୧୯୧୨ ଏପ୍ରିଲ ୬ ଓ ୭ ତାରିଖରେ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନରେ ମଧୁସୂଦନ ଦାସ ବକ୍ତବ୍ୟ ଦେଇଥିଲେ । 

(ii) ‘ବ୍ରିଟିଶ ଶାସନ ଅଧୀନରେ ଏପରି କୌଣସି ଜାତି ନାହିଁ ଯେଉଁମାନଙ୍କ ପ୍ରତି ଓଡ଼ିଶାର ଲୋକମାନଙ୍କଠାରୁ ଅଧିକ ଅନ୍ୟାୟ ଓ ନିର୍ଭୟ ବ୍ୟବହାର କରାଯାଇଛି, ଯଦିଓ ସେମାନେ ନିର୍ବୋଷ’ । ଇଂଲଣ୍ଡ ସଂସଦର କେତେକ ସଭ୍ୟ ତନ ମଧ୍ୟ ମଧୁସୂଦନ ଦାସଙ୍କୁ ଦୃଢ଼ ସମର୍ଥନ ଜଣାଇଥିଲେ ।

 (iii) ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ୧୯୧୪ ଡିସେମ୍ବର ୨୬ ଓ ୨୭ ତାରିଖରେ ପାରଳାଖେମୁଣ୍ଡି ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଦ୍ବାରା ଆୟୋଜିତ ହୋଇଥିଲା । 

(iv) ଏହି ଅଧୁବେଶନରେ ଜୟପୁରର ରାଜା ବିକ୍ରମଦେବ ବର୍ମା କହିଥିଲେ, ‘ଯଦି ମୋର ଛିନ୍ନମସ୍ତକ ରାଞ୍ଚିରେ ରଖାଯାଏ, ମୋର ଦୁଇ ଗୋଡ଼କୁ ମାନ୍ଦ୍ରାଜର ଚିକିତ୍ସାଳୟରେ ରଖାଯାଏ ଓ ମୋ ଶରୀରର ଗଣ୍ଡିକୁ ବଙ୍ଗୋପସାଗରରେ ଫିଙ୍ଗି ଦିଆଯାଏ, ତେବେ କ’ଣ ମୁଁ ବଞ୍ଚିଛି ବୋଲି କୁ ହାଯାଇପାରିବ ? ଆମ ଉତ୍କଳ ଜନନୀ ବିକ୍ଷିପ୍ତ ଅବସ୍ଥାରେ ପଡ଼ି ରହିଛି । ତେଣୁ ଉତ୍କଳ ଜନନୀ ର ବିକ୍ଷିପୁଂଶଗୁଡ଼ିକର ଏକତ୍ରୀକରଣ ଦରକାର ।


 (ଛ) ସିହ୍ନା ପ୍ରସ୍ତାବ ସମ୍ପର୍କରେ ଏକ ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।

 ଉ:(i) ୧୯୧୯ରେ ଉତ୍କଳ ସମ୍ମିଳନୀର ପୁରୀ ଅଧିବେଶନରେ ବିହାର ପ୍ରତିନିଧ୍ଵ ସଚ୍ଚିଦାନନ୍ଦ ସିହ୍ନା ଏବଂ କନିକାରାଜା ରାଜେନ୍ଦ୍ର ଭଞ୍ଜଦେଓଙ୍କୁ କେନ୍ଦ୍ରରେ ସମ୍ରାଟଙ୍କ ବିଧାୟକ ପରିଷଦରେ ଓଡ଼ିଶା ପ୍ରଦେଶ ଗଠନ ଦାବି ଉପସ୍ଥାପନ କରିବା ନିମନ୍ତେ ଅନୁରୋଧ କରାଯାଇଥିଲା ।

(ii) ୧୯୨୦ ଫେବୃୟାରୀ ୨୦ରେ ପରିଷଦରେ ସିହ୍ନା ପ୍ରସ୍ତାବ ଦେଲେ ଯେ ବଙ୍ଗ, ମାନ୍ଦ୍ରାଜ ଓ କେନ୍ଦ୍ରୀୟ ପ୍ରଦେଶରେ ଥ‌ିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ବିହାର-ଓଡ଼ିଶା ପ୍ରଦେଶ ଡିଭିଜନରେ ମିଶାଇ ଦିଆଯାଉ ।

(iii) ଏଥପାଇଁ ଏକ ଯୋଜନା ପ୍ରସ୍ତୁତ କରିବା ନିମିତ୍ତ ସରକାରୀ ଓ ବେସରକାରୀ ସଦସ୍ୟମାନଙ୍କର ଏକ ମିଳିତ କମିଟି ନିଯୁକ୍ତ କରାଯିବା ଆବଶ୍ୟକ । ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଏହି ପ୍ରସ୍ତାବକୁ ଦୃଢ଼ ଭାବରେ ସମର୍ଥନ କରିଥିଲେ । 

 (iv) ସିହ୍ନାଙ୍କ ପ୍ରସ୍ତାବ ଉପରେ ଭାରତ ସରକାର ସମ୍ପୃକ୍ତ ପ୍ରାଦେଶିକ ସରକାରଙ୍କର ମତ ଚାହିଁଲେ ।

(v) କିନ୍ତୁ ବଙ୍ଗ, ମାନ୍ଦ୍ରାଜ ଓ କେନ୍ଦ୍ରୀୟ ପ୍ରଦେଶ ସରକାର ଏହି ପ୍ରସ୍ତାବରେ ରାଜି ହୋଇ ନଥିଲେ । ବିହାର-ଓଡ଼ିଶା ସରକାର ଓଡ଼ିଶାକୁ ଏକ ଉପ-ପ୍ରଦେଶ ପାହ୍ୟା ଦେବା ମନ ପାଇଁ ପ୍ରସ୍ତାବ ଦେଇଥିଲେ ।


(ଜ) ଫିଲିପ୍ ଡପ୍ କମିଟି କେବେ, କାହିଁକି ଓ କିପରି ଗଠିତ ହୋଇଥିଲା ?

ଉ:(i) ଗଞ୍ଜାମର ଓଡ଼ିଆ ଲୋକ ଦୀର୍ଘଦିନ ଧରି ଓଡ଼ିଶାରେ ମିଶିବା ପାଇଁ ଦାବି କରିଆସୁଥିଲେ ସୁଦ୍ଧା ମାନ୍ଦ୍ରାଜ ସରକାରଙ୍କ  ମନୋଭାବ ପରିବର୍ତ୍ତନ ହେଲାନାହିଁ । 

(ii) ଓଡ଼ିଶାବାସୀଙ୍କ ବାରମ୍ବାର ଦାବି ଫଳରେ ଇଂରେଜ ସରକାର ୧୯୨୪ ଶେଷ ଭାଗରେ ଏକ ଦୁଇଜଣିଆ କମିଟି ନିଯୁକ୍ତ କଲେ ।

(iii) ଗଞ୍ଜାମର ଓଡ଼ିଶାରେ ମିଶ୍ରଣ ଦାବିର ଯଥାର୍ଥତା ଅନୁଧ୍ୟାନ କରିବା ପାଇଁ ଗଠିତ ଏହି କମିଟିରେ ଗଡ଼ଜାତ ରାଜ୍ୟ ସମୂହର ପଲିଟିକାଲ୍ ଏଜେଣ୍ଟ ସି.ଏଲ୍. ଫିଲିପ୍ ଓ ମାନ୍ଦ୍ରାଜ ପ୍ରେସିଡେନ୍ସିର ବେଲା ଜିଲ୍ଲାର ଜିଲ୍ଲାପାଳ ଏ.ସି. ଡଫ୍ ସଦସ୍ୟ ଥିଲେ ।

(iv) ଏହି କମିଟି ‘ଫିଲିପ୍ ଡଫ୍ କମିଟି’ ନାମରେ ପରିଚିତ । ୧୯୨୪ ମସିହାରେ ଏହା ଗଠିତ ହେଲା ।

(v) ଏହି କମିଟିକୁ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ବହୁ ଐତିହାସିକ ତଥ୍ୟ ପରିବେଷଣ କରି ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଓଡ଼ିଶା ସହିତ ମିଶାଇବା ପାଇଁ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ ।


(ଝ) ପ୍ରଥମ ଗୋଲଟେବୁଲ ବୈଠକରେ ଭାଗ ନେବାକୁ ଯାଇଥିବା ସମୟରେ ଇଂଲଣ୍ଡରେ କୃଷ୍ଣଚନ୍ଦ୍ର ଗଜପତିଙ୍କ କାର୍ଯ୍ୟାବଳୀ କ’ଣ ଥିଲା ?

ଉ:(i) ପ୍ରଥମ ଗୋଲ ଟେବୁଲ ବୈଠକ ୧୯୩୦ ମସିହା ନଭେମ୍ବର ୧୨ରୁ ୧୯୩୧ ଜାନୁୟାରୀ ୧୯ ପର୍ଯ୍ୟନ୍ତ ଲଣ୍ଡନଠାରେ ଅନୁଷ୍ଠିତ ହୋଇଥିଲା । 

(ii) ବିହାର-ଓଡ଼ିଶା ସରକାରଙ୍କ ଦ୍ଵାରା ମନୋନୀତ ଓଡ଼ିଆମାନଙ୍କ ପ୍ରତିନିଧ୍ ରୂପେ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଏହି ବୈଠକରେ ଯୋଗ ଦେଇଥିଲେ । 

(iii) ଇଂଲଣ୍ଡର ଗୋଲ ଟେବୁଲ ବୈଠକ ଓ ବାହାରେ ସେ ଦୃଢ଼ ଭାବରେ ଓଡ଼ିଆମାନଙ୍କ ସ୍ଵତନ୍ତ୍ର ପ୍ରଦେଶ ଗଠନ ଦାବି ଉପସ୍ଥାପନ କରିଥିଲେ ଏବଂ ‘ଓଡ଼ିଆମାନଙ୍କ ଦାବି ଓ ଯୁକ୍ତି’ ନାମକ ପୁସ୍ତିକା ବୈଠକର ପ୍ରତିନିଧୁମାନଙ୍କୁ ବିତରଣ କରିଥିଲେ ।

(iv) ଇଂଲଣ୍ଡର ଭାରତ ସଚିବ ସାମୁଏଲ ହୋର୍‌ଙ୍କୁ ସାକ୍ଷାତ କରି ଓଡ଼ିଆମାନଙ୍କର ଦାବି ସମ୍ପର୍କରେ ଅବଗତ କରାଇଥିଲେ । ତାଙ୍କର ଐତିହାସିକ ଭାଷଣ ମାଧ୍ୟମରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଯୌକ୍ତିକତା ଉପସ୍ଥାପନ କରିଥିଲେ ।

 (v) ମହାରାଜ କୃଷ୍ଣଚନ୍ଦ୍ରଙ୍କ ଅକାଟ୍ୟ ଯୁକ୍ତି ଓ ଅକ୍ଳାନ୍ତ ପରିଶ୍ରମ ଯୋଗୁ ଇଂରେଜ ସରକାର ଓଡ଼ିଆମାନଙ୍କର ସ୍ୱତନ୍ତ୍ର ପ୍ରଦେଶ ୪ଦିନ ଗଠନ ଦାବିକୁ ସ୍ୱୀକାର କରିଥିଲେ । 


 (ଞ) ଓ’ହ୍‌ନେଲ୍ କମିଟି କାହିଁକି ଓ କିପରି ଗଠିତ ହୋଇଥିଲା ଏବଂ ଓଡ଼ିଆମାନେ କାହିଁକି ଏହାର ନିଷ୍ପତ୍ତିରେ ସନ୍ତୁଷ୍ଟ ହୋଇ ନଥିଲେ ?

ଉ:(i) ୧୯୩୧ ମସିହା ସେପ୍ଟେମ୍ବର ୧୩ ତାରିଖରେ ଭାରତ ସରକାର ତିନିଜଣ ସଦସ୍ୟ ବିଶିଷ୍ଟ ଏକ ସୀମା ନିର୍ଦ୍ଧାରଣ । କମିଟି ନିଯୁକ୍ତ କରିଥିଲେ ।

(ii) ଏହି କମିଟିର ଅଧ୍ୟକ୍ଷ ଥିଲେ ସାମୁଏଲ ଓ’ଡନେଲ ଓ ଅନ୍ୟ -- ଦୁଇଜଣ ସଭ୍ୟ ଥିଲେ ବମ୍ବେର ଏଚ୍.ଏମ୍. ମେହେଟ୍ଟା ଓ ଆସାମର ଟି.ଆର.ଫୁକନ । ଏହି କମିଟିରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ନାରାୟଣ ଦେବ, ସଚ୍ଚିଦାନନ୍ଦ ସିହ୍ନା ଓ ସିଭିଏସ୍ ନରସିଂହ ରାଜୁ ସହଯୋଗୀ ସଦସ୍ୟ ଥିଲେ । 

(iii) ତେଲୁଗୁମାନେ ମାନ୍ଦ୍ରାଜରୁ ଓଡ଼ିଶାକୁ କୌଣସି ଅଞ୍ଚଳ ହସ୍ତାନ୍ତର କରାଯିବ ନାହିଁ ବୋଲି ଦୃଢ଼ ମତପୋଷଣ । କରିଥିଲେ ।

(iv) ପାରଳାଖେମୁଣ୍ଡି ମହାରାଜଙ୍କ ସମର୍ଥନ ଏବଂ ପ୍ରେରଣାରେ ଚକ ପାରଳାଖେମୁଣ୍ଡିର ଓଡ଼ିଆମାନେ ଏବଂ ଉତ୍କଳ ହିତୈଷିଣୀ ସମାଜର ସଭ୍ୟମାନେ ଓଡ଼ିଶାରେ ପାରଳାଖେମୁଣ୍ଡି କୁ ମିଶାଇ ଦେବା ପାଇଁ ଦୃଢ଼ ଦାବି ଓ’ ଡନେଲ କମିଟି ଆଗରେ ରଖିଲେ ।

(v) ଓ’ଡନେଲ କମିଟିର ନିର୍ଦ୍ଧାରଣ ଓଡ଼ିଆମାନଙ୍କୁ ସନ୍ତୁଷ୍ଟ କରି ନଥିଲା କାରଣ ଏଥରେ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶରୁ ପାରଳାଖେମୁଣ୍ଡି, ମଞ୍ଜୁଷା, ମେଦିନୀପୁର ଏବଂ ସିଂହଭୂମିକୁ ବାଦ ଦିଆଯାଇଥିଲା ।

1936 masiha paryanta odia andolana mcq

2 Mark Question Answer 

୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଗୋଟି ଶବ୍ଦରେ ଲେଖ ।

(କ) ଗଞ୍ଜାମ ଓ ସମ୍ବଲପୁର ଯଥାକ୍ରମେ କେଉଁ ମସିହାରେ ଇଂରେଜମାନଙ୍କ ଦ୍ବାରା ଅଧିକୃତ ହୋଇଥିଲା ?

 ଉ:(i) ଗଞ୍ଜାମ ୧୭୫୯ ଖ୍ରୀଷ୍ଟାବ୍ଦରେ ଇଂରେଜମାନଙ୍କ ଦ୍ଵାରା ଅଧିକୃତ ହୋଇଥିଲା ।

(ii) ୧୮୪୯ ମସିହାରେ ଇଂରେଜମାନେ ସମ୍ବଲପୁରକୁ ଅସ୍ୱୀକାର କରିଥିଲେ ।


(ଖ) ଓଡ଼ିଆ ଆନ୍ଦୋଳନରେ ଗଞ୍ଜାମବାସୀ କିପରି ଅଂଶ ଗ୍ରହଣ କରିଥିଲେ ? 

ଉ :(i) ଗଞ୍ଜାମବାସୀ ‘ଗଞ୍ଜାମ ଉତ୍କଳ ହିତବାହିନୀ ସଭା’ ସ୍ଥାପନ କରି ଓଡ଼ିଆ ଭାଷା ଆନ୍ଦୋଳନକୁ ବଳବତ୍ତର କରିଥିଲେ ।

 (ii) ସେମାନେ ଗଞ୍ଜାମକୁ ମାଡ୍ରାସ ପ୍ରେସିଡେନ୍ସିରୁ ଅଲଗା କରିବା ପାଇଁ ଦାବି ଜଣାଇଥିଲେ ।


(ଗ) କିଏ ଏବଂ କେବେ ସମ୍ବଲପୁରର କୋର୍ଟ କଚେରୀରୁ ଓଡ଼ିଆ ଭାଷା ଉଚ୍ଛେଦ କରି ହିନ୍ଦୀ ଭାଷା ପ୍ରଚଳନ କରିଥିଲେ ?

ଉ : କେନ୍ଦ୍ରୀୟ ପ୍ରଦେଶର ମୁଖ୍ୟ କମିଶନର ଆଣ୍ଡ୍ରାଫ୍ରେଜର ସମ୍ବଲପୁର କୋର୍ଟ କଚେରୀରେ ୧୮୯୫ ଜାନୁୟାରୀ ୧୫ରେ ଓଡ଼ିଆ ଭାଷାକୁ ଉଚ୍ଛେଦ କରି ହିନ୍ଦୀଭାଷା ପ୍ରଚଳନ କରିଥିଲେ ।


(ଘ) ନୀଳମଣି ବିଦ୍ୟାରତ୍ନ କେଉଁ ପତ୍ରିକାରେ ଇଂରେଜ ସରକାରଙ୍କ ଭାଷାନୀତିର ସମାଲୋଚନା କରିଥିଲେ ଏବଂ ଏଥ‌ିପାଇଁ କିଏ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ?

 ଉ:(i) ନୀଳମଣି ବିଦ୍ୟାରତ୍ନ ତାଙ୍କ ‘ସମ୍ବଲପୁର ହିତୈଷିଣୀ’ ପତ୍ରିକାରେ ଇଂରେଜ ସରକାରଙ୍କ ଭାଷା ନୀତି ର ସମାଲୋଚନା କରିଥିଲେ ।

(ii) ସ୍ଵଭାବ କବି ଗଙ୍ଗାଧର ମେହେର ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।


(ଙ) ଲର୍ଡ କର୍ଜନ ଓଡ଼ିଶା ଗସ୍ତରେ ଆସିବା ଦ୍ବାରା କି ଲାଭ ହୋଇଥିଲା ?

‍:(i) ଲର୍ଡ କର୍ଜନ ଓଡ଼ିଶା ଗସ୍ତରେ ଆସି ଓଡ଼ିଶାର କଳା ଓ ସ୍ଥାପତ୍ୟରେ ମୁଗ୍‌ଧ ହୋଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କ ଏକତ୍ରୀକରଣର ଆବଶ୍ୟକତାକୁ ହୃଦ୍‌ବୋଧ କରିଥିଲେ ।  

(ii) ଫଳରେ ୧୯୦୩ ଜାନୁୟାରୀ ୧ ତାରିଖରେ ପୁନର୍ବାର ସମ୍ବଲପୁର କୋର୍ଟ କଚେରୀରେ ଓଡ଼ିଆ ଭାଷା ପ୍ରଚଳିତ ହୋଇଥିଲା ।


(ଚ) ‘ରିସ୍‌ ସର୍କୁଲାର’ କେବେ ଓ କାହା ଦ୍ବାରା ପ୍ରକାଶିତ ହୋଇଥିଲା ?

ଉ : ୧୯୦୩ ଡିସେମ୍ବର ୩ ତାରିଖରେ ଭାରତ ସରକାରଙ୍କ ଘରୋଇ ସଚିବ ହେନେରୀ ରିସ୍‌ ‘ରିସଲେ ସର୍କୁଲାର’ ପ୍ରକାଶ କରିଥିଲେ ।


(ଛ) ସାଇମନ କମିଶନ ଭାରତ ଗସ୍ତବେଳେ ଉତ୍କଳ ସମ୍ମିଳନୀର ସଭ୍ୟମାନେ କେଉଁଠାରେ ଓ କାହିଁକି ତାଙ୍କୁ ଭେଟିଥିଲେ ?

ଉ :(i) ସାଇମନ କମିଶନକୁ ଓଡ଼ିଶାର ପ୍ରାଦେଶିକ କଂଗ୍ରେସ ବାସନ୍ଦ କରୁଥିଲାବେଳେ ଉତ୍କଳ ସମ୍ମିଳନୀର ସଭ୍ୟମାନେ ସମ୍ବର୍ଦ୍ଧନା ଜଣାଇଥିଲେ ।

(ii) ଉତ୍କଳ ସମ୍ମିଳନୀର ସଭ୍ୟମାନେ ପାଟନାଠାରେ ସାଇମନ କମିଶନକୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।


() ଅଟ୍‌ ସବ୍ କମିଟିରେ ଓଡ଼ିଆ ସଦସ୍ୟ କେଉଁମାନେ ଥିଲେ ?

ଅଟଲି ସବ୍ କମିଟିରେ ବିହାର-ଓଡ଼ିଶା ବିଧାନ ପରିଷଦର ଓଡ଼ିଆ ସଦସ୍ୟ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଓ ଲକ୍ଷ୍ମୀଧର ମହାନ୍ତି ସଦସ୍ୟ ଥିଲେ ।


(ଝ) ଅଟ୍‌ଲି ସବ୍ କମିଟିରେ କେଉଁ ଅଞ୍ଚଳକୁ ନେଇ ଓଡ଼ିଶା ପ୍ରଦେଶ ଗଠନ ପାଇଁ ସୁପାରିସ କରିଥିଲା ?

ଉ: ଅଟ୍‌ଲି ସବ୍ କମିଟି ଓଡ଼ିଶା ଡିଭିଜନ, ଅନୁଗୁଳ, ବଙ୍ଗର ମେଦିନୀପୁର, ମାନ୍ଦ୍ରାଜ ପ୍ରେସିଡେନ୍ସିର ଗଞ୍ଜାମ ଅଞ୍ଚଳ ଓ କେନ୍ଦ୍ରୀୟ ପ୍ରଦେଶର ଖଡ଼ିଆଳ ଅଞ୍ଚଳକୁ ଏକତ୍ରକରି ଏକ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସୁପାରିଶ କରିଥିଲା । 

() କେବେ ଓ କେଉଁଠାରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ମହାତ୍ମାଗାନ୍ଧୀଙ୍କୁ ଅବଗତ କରାଯାଇଥିଲା ? 

ଉ :(i) ୧୯୩୧ ମାର୍ଚ୍ଚ ୨୯ରେ ଜାତୀୟ କଂଗ୍ରେସର ଅଧିବେଶନ କରାଚୀଠାରେ ଅନୁଷ୍ଠିତ ହୋଇଥିଲା ।

(ii) ଏହି ଅଧୁବେଶନରେ ଓଡ଼ିଶାର ପ୍ରତିନିଧୁମାନେ ସ୍ଵତନ୍ତ୍ର ଓଡ଼ିଶା ଗଠନ ଦାବି ସମ୍ପର୍କରେ ମହାତ୍ମା ଗାନ୍ଧୀଙ୍କୁ ଅବଗତ କରାଇଥିଲେ ।


(ଟ) ଓ’ଡନେଲ୍ କମିଟି ପ୍ରସ୍ତାବର ପ୍ରତିବାଦ କରିବା ପାଇଁ କେବେ ଏବଂ କେଉଁଠାରେ ଉତ୍କଳ ସମ୍ମିଳନୀର ଜରୁରୀ ଅଧୁବେଶନ ବସିଥିଲା ?

ଉ : ଓ’ଡନେଲ୍ କମିଟି ପ୍ରସ୍ତାବର ପ୍ରତିବାଦ କରିବା ପାଇଁ ୧୯୩୨ ମସିହା ଅଗଷ୍ଟ ୨୧ ତାରିଖରେ ବ୍ରହ୍ମପୁରଠାରେ ଉତ୍କଳ ସମ୍ମିଳନୀର ଜରୁରୀ ଅଧୂବେଶନ ବସିଥିଲା ।


 (୦) ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ଶ୍ଵେତପତ୍ର କେବେ ପ୍ରକାଶ ପାଇଥିଲା ଏବଂ ଏଥ‌ିରେ ପ୍ରସ୍ତାବିତ ଓଡ଼ିଶାର କ୍ଷେତ୍ରଫଳ କେତେ ଥିଲା ?

ଉ :(i) ୧୯୩୩ ମାର୍ଚ୍ଚ ୧୭ ତାରିଖରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ଇଂରେଜ ସରକାରଙ୍କ ଏକ ଶ୍ଵେତପତ୍ର ପ୍ରକାଶ ପାଇଥିଲା ।

(ii) ଏଥିରେ ଓଡ଼ିଶାର କ୍ଷେତ୍ରଫଳ ୩୩ହଜାର ବର୍ଗମାଇଲ୍‌ରୁ ହ୍ରାସ କରାଯାଇ ୨୧,୫୪୫ ବର୍ଗମାଇଲ୍ ରଖାଯାଇଥିଲା ।


 (‍) ଶ୍ଵେତପତ୍ରରେ ପ୍ରସ୍ତାବିତ ଓଡ଼ିଶାରୁ କେଉଁ ଅଞ୍ଚଳ ଗୁଡ଼ିକ ବାଦ୍ ଦିଆଯାଇଥ୍‌ଲା ?

ଉ : ଏହି ଶ୍ଵେତପତ୍ରରେ ଓଡ଼ିଶା ପ୍ରଦେଶରୁ ଜୟପୁର ଏବଂ ପାରଳାଖେମୁଣ୍ଡିକୁ ବାଦ୍ ଦିଆଯାଇଥିଲା ।


(ଢ) ଭାରତ ଶାସନ ଆଇନ ୧୯୩୫ର କେଉଁ ଧାରାରେ ଓଡ଼ିଶାକୁ ଏକ ପୃଥକ ପ୍ରଦେଶ ଭାବେ ସ୍ୱୀକୃତି ଦିଆଗଲା ଏବଂ କେବେ “ଭାରତ ଶାସନ (ଓଡ଼ିଶା ଗଠନ) ନିର୍ଦ୍ଦେଶ ୧୯୩୬” ଘୋଷିତ ହେଲା ?

ଉ :(i) ଭାରତ ଶାସନ ଆଇନ ୧୯୩୫ର ଧାରା ୨୮୯ ଅନୁସାରେ ଓଡ଼ିଶାକୁ ନୂତନ ପ୍ରଦେଶ ଭାବରେ ସ୍ଵୀକୃତି ଦିଆଗଲା ।

(ii) ୧୯୩୬ ମାର୍ଚ୍ଚ ୩ ତାରିଖରେ ‘ଭାରତ ଶାସନ (ଓଡ଼ିଶା ଗଠନ) ନିର୍ଦ୍ଦେଶ ୧୯୩୬’ ଇଂରେଜ ସମ୍ରାଟଙ୍କ ଦ୍ଵାରା ଘୋଷିତ ହେଲା ।


୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

 (କ) ବଙ୍ଗ ପ୍ରେସିଡେନ୍ସି ସହିତ କେଉଁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ମିଶି ରହିଥିଲା ?

ଉ : ଓଡ଼ିଆ ଭାଷାଭାଷୀ ଅଞ୍ଚଳ ମେଦିନିପୁର ବଙ୍ଗ ପ୍ରେସିଡେନ୍ସି ସହିତ ମିଶି ରହିଥିଲା ।


(ଖ) ଓଡ଼ିଶାର କେଉଁ ଗଭର୍ଣ୍ଣର ଓଡ଼ିଆ ଭାଷାର ସ୍ଵାତନ୍ତ୍ର୍ୟ ବିରୋଧୀ ମନ୍ତବ୍ୟକୁ ବିରୋଧ କରିଥିଲେ ? 

ଉ: ଓଡ଼ିଶାର ଗଭଣ୍ଠିର ଗୋଲ୍ସସବରୀ ଓଡ଼ିଆ ଭାଷା ସ୍ଵାତନ୍ତ୍ର୍ୟ ବିରୋଧୀ ମନ୍ତବ୍ୟକୁ ବିରୋଧ କରିଥିଲେ ।


(ଗ) ୧୮୮୮ରେ ଓଡ଼ିଶା ଗସ୍ତରେ ଆସିଥିବା ବଙ୍ଗର ଗଭର୍ଣ୍ଣର କିଏ ଥିଲେ ?

ଉ: ୧୮୮୮ରେ ବଙ୍ଗର ଗଭର୍ଣ୍ଣର ସାର୍ ଏସ୍.ସି. ବେଲି ଓଡ଼ିଶା ଗସ୍ତରେ ଆସିଥିଲେ ।


(ଘ) ସାର୍ ଆଣ୍ଡ୍ରାଫ୍ରେଜର କିଏ ଥିଲେ ?

ଉ : ସାର୍ ଆଣ୍ଡ୍ରାଫ୍ରେଜର କେନ୍ଦ୍ରୀୟ ପ୍ରଦେଶର ମୁଖ୍ୟ କମିଶନର ଥିଲେ ।


(‍) ସମ୍ବଲପୁର କୋର୍ଟ କଚେରୀରେ ଓଡ଼ିଆ ଭାଷା କେବେଠାରୁ ପୁନଃପ୍ରଚଳିତ ହୋଇଥିଲା ?

ଉ: ୧୯୦୩ ଜାନୁୟାରୀ ୧ ତାରିଖରୁ ସମ୍ବଲପୁର କୋର୍ଟ କିଛି କଚେରୀରେ ଓଡ଼ିଆ ଭାଷା ପୁନଃ ପ୍ରଚଳିତ ହୋଇଥିଲା । 


(ଚ) ଲର୍ଡ ଆମ୍ବଲ୍ କିଏ ଥିଲେ ?

ଉ : ମାନ୍ଦ୍ରାଜ ଗଭର୍ଣ୍ଣର ଲର୍ଡ ଆମଥୁଲ୍ ଥିଲେ ।


(ଛ) ବିହାର-ଓଡ଼ିଶା ପ୍ରଦେଶ କେବେ ଗଠନ କରାଯାଇଥିଲା ?

ଉ : ୧୯୧୨ ଅଗଷ୍ଟ ୧ ତାରିଖ ବିହାର-ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା ।


() ବଙ୍ଗ, ମାନ୍ଦ୍ରାଜ ଓ କେନ୍ଦ୍ରୀୟ ପ୍ରଦେଶ ସରକାର ସିହ୍ନାଙ୍କ ହି ପ୍ରସ୍ତାବ ଅଗ୍ରାହ୍ୟ କରିବା ପରେ ବିହାର-ଓଡ଼ିଶା ସରକାର ଓଡ଼ିଶା ପାଇଁ କ’ଣ ପ୍ରସ୍ତାବ ଦେଇଥିଲେ ?

ଉ : ବଙ୍ଗ, ମାନ୍ଦ୍ରାଜ ଓ କେନ୍ଦ୍ରୀୟ ପ୍ରଦେଶ ସରକାର ସିହ୍ନାଙ୍କ ପ୍ରସ୍ତାବ ଅଗ୍ରାହ୍ୟ କରିବା ପରେ ବିହାର-ଓଡ଼ିଶା ସରକାର ଓଡ଼ିଶାକୁ ଏକ ଉପ-ପ୍ରଦେଶ ପାହ୍ୟା ଦେବା ପାଇଁ ପ୍ରସ୍ତାବ ଦେଇଥିଲେ ।


(ଝ) କେନ୍ଦ୍ରୀୟ ବିଧାୟକ ପରିଷଦର କେଉଁ ସଦସ୍ୟ ଅଟ୍‌ଲି ସବ୍ କମିଟିର ସଦସ୍ୟ ଥିଲେ ?

ଉ : କେନ୍ଦ୍ରୀୟ ବିଧାୟକ ସଭାର ସଦସ୍ୟ ଡକ୍ଟର ସୁରୱାର୍ଦ୍ଦି ଅଟ୍‌ଲି ସବ୍‌କମିଟିର ସଦସ୍ୟ ଥିଲେ । ୧୦ ଟି

(ଞ) ଓ’ଡନେଲ କମିଟି କେବେ ନିଯୁକ୍ତ ହୋଇଥିଲା ?

ଉ : ୧୯୩୧ ମସିହା ସେପ୍ଟେମ୍ବର ୧୩ରେ ଓ’ଡନେଲ କମିଟି ନିଯୁକ୍ତ ହୋଇଥିଲା ।


(ଟ) ପାରଳାଖେମୁଣ୍ଡିର କେଉଁ ଅନୁଷ୍ଠାନ ପାରଳାଖେମୁଣ୍ଡିକୁ ଓଡ଼ିଶାରେ ମିଶାଇବା ପାଇଁ ଓ’ଡ଼ନେଲ କମିଟି ନିକଟରେ ଦାବି କରିଥିଲେ ?

ଉ : ପାରଳାଖେମୁଣ୍ଡି ଉତ୍କଳ ହିତୈଷିଣୀ ସମାଜର ସଭ୍ୟମାନେ ଓଡ଼ିଶାରେ ପାରଳାଖେମୁଣ୍ଡିକୁ ମିଶାଇବା ପାଇଁ ଦୃଢ଼ ଭାବରେ ଓ’ଡନେଲ କମିଟି ନିକଟରେ ଦାବି କରିଥିଲେ ।


 (୦) ତୃତୀୟ ଗୋଲ୍ ଟେବୁଲ୍ ବୈଠକ ପରେ କିଏ ପୃଥକ୍ ଓଡ଼ିଶା ପ୍ରଦେଶ ଗଠନର ଘୋଷଣା କରିଥିଲେ ?

ଉ : ତୃତୀୟ ଗୋଲ ଟେବୁଲ ବୈଠକ ପରେ ଭାରତର ସଚିବ ସାମୁଏଲ ହୋର୍ ଏକ ପୃଥକ୍ ଓଡ଼ିଶା ପ୍ରଦେଶ ଗଠନର ଘୋଷଣା କରିଥିଲେ ।


(ଡ) ମିଳିତ ସଂସଦୀୟ କମିଟି ପ୍ରସ୍ତାବରେ ଓଡ଼ିଶାର କ୍ଷେତ୍ରଫଳ କେତେ ବର୍ଗ ମାଇଲକୁ ବୃଦ୍ଧି କରାଯାଇଥିଲା ?

ଉ: ମିଳିତ ସଂସଦୀୟ କମିଟି ପ୍ରସ୍ତାବରେ ଓଡ଼ିଶାର କ୍ଷେତ୍ରଫଳ ୨୧.୫୫୫ ବର୍ଗମାଇଲ୍‌ରୁ ବୃଦ୍ଧି ପାଇ ୩୨,୬୯୫ ବର୍ଗମାଇଲ୍ ହେଲା । 


(ଢ) ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ କେବେ ସୃଷ୍ଟି ହେଲା ?

ଉ : ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ୧୯୩୬ ଏପ୍ରିଲ୍ ୧ ତାରିଖରେ ସୃଷ୍ଟି ହେଲା ।


1936 masiha paryanta odia andolana mcq

୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ସମ୍ବଲପୁରର କେତେକ ନେତୃସ୍ଥାନୀୟ ବ୍ୟକ୍ତି କେଉଁଠାରେ କର୍ଜନଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ ?

(i) କଲିକତା

(iii) ସିମଳା

(ii) ଦିଲ୍ଲୀ

(iv) କଟକ

(ଖ) କେଉଁ ଅଞ୍ଚଳଟି କେନ୍ଦ୍ରୀୟ ପ୍ରଦେଶର ଅନ୍ତର୍ଭୁକ୍ତ ନ ଥିଲା ?

(i) ବାମଣ୍ଡା

(iii) ବଣାଇ

(ii) ସୋନପୁର 

(iv) ରେଢ଼ାଖୋଲ


(ଗ) ଲର୍ଡ କର୍ଜନ କେବେ ମାନ୍ଦ୍ରାଜ ଗଭର୍ଣ୍ଣରଙ୍କୁ ଓଡ଼ିଶାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ମିଶ୍ରଣର ଯୌକ୍ତିକତା ବିଷୟରେ ଲେଖୁଥିଲେ ?

(i) ୧୯୦୩ ଡିସେମ୍ବର ୩ 

(ii) ୧୯୦୪ ଜାନୁୟାରୀ ୫ 

(iii) ୧୯୦୪ ଜୁନ୍ ୨୦ 

(iv) ୧୯୦୫ ଜୁଲାଇ ୧୯ 


(ଘ) କାହା ନେତୃତ୍ଵରେ ଉତ୍କଳ ସମ୍ମିଳନୀର ସାତଜଣିଆ କମିଟି ଦ୍ଵାରା ମଣ୍ଟେଗୁ ଓ ଚେମ୍ପୋର୍ଡ଼ଙ୍କୁ ଦାବିପତ୍ର ଦିଆଯାଇଥିଲା ?

(i) କୃଷ୍ଣଚନ୍ଦ୍ର ଗଜପତି (ii) ବିକ୍ରମଦେବ ଶର୍ମା   (iii) ମଧୁସୂଦନ ଦାସ  (iv) ରାଜେନ୍ଦ୍ର ନାରାୟଣ ଭଞ୍ଜ


(ଙ) କିଏ ମାନ୍ଦ୍ରାଜ ବିଧାନ ପରିଷଦର ସଦସ୍ୟ ଥିଲେ ?

(i) ବିଶ୍ବନାଥ କର

(iii) ନୀଳକଣ୍ଠ ଦାସ

(ii) ଶଶିଭୂଷଣ ରଥ

(iv) ଭୁବନାନନ୍ଦ ଦାସ


(ଚ) ଫିଲିପ୍-ଡଫ୍ କମିଟି କେବେ ନିଯୁକ୍ତ ହୋଇଥିଲା ?

(i) ୧୯୧୯

(iii) ୧୯୨୪

(ii) ୧୯୨୧

(iv) ୧୯୨୮


(ଛ) କେବେ ମହାରାଜା କୃଷ୍ଣଚନ୍ଦ୍ର ଇଂଲଣ୍ଡରେ ସ୍ଵତନ୍ତ୍ର ଓଡ଼ିଶା ସମ୍ପର୍କରେ ଏକ ଐତିହାସିକ ଭାଷଣ ଦେଇଥିଲେ ?

(i) ୧୯୩୦ ନଭେମ୍ବର ୧୨

(ii) ୧୯୩୧ ଜାନୁୟାରୀ ୧୬

(iii) ୧୯୩୧ ଜାନୁୟାରୀ ୧୯

 (iv) ୧୯୩୩ ଜୁଲାଇ ୩


( ଜ) କିଏ ଓ’ଡନେଲ କମିଟିର ସହଯୋଗୀ ସଦସ୍ୟ ନ ଥିଲେ ?

 (i) ସଚ୍ଚିଦାନନ୍ଦ ସିହ୍ନା

(ii) ସି. ଭି.ଏସ୍. ନରସିଂହ ରାଜୁ

(iii) କୃଷ୍ଣଚନ୍ଦ୍ର ଗଜପତି

(iv) ମଧୁସୂଦନ ଦାସ


1936 masiha paryanta odia andolana Exam Question Answer 

 ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ଗୋଟି ଶବ୍ଦରେ ଲେଖ । 

(କ) ସ୍ଵତନ୍ତ୍ର ଓଡ଼ିଶା ଗଠନ ନିମନ୍ତେ ବିଭିନ୍ନ ସ୍ଥାନରେ ହୋଇଥିବା ଆନ୍ଦୋଳନ ସମ୍ପର୍କରେ ଧାରଣା ଦିଅ । 

ଉ:(i) ୧୯୧୧ ମସିହା ଜାନୁୟାରୀ ମାସରେ ଖଲ୍ଲିକୋଟରେ ଓଡ଼ିଶା ସହିତ ଗଞ୍ଜାମର ମିଶ୍ରଣ ନିମନ୍ତେ ଆନ୍ଦୋଳନ ଆରମ୍ଭ ହେଲା ।

(ii) ଗଞ୍ଜାମର ଓଡ଼ିଆ ସମାଜ ପ୍ରତିନିଧ୍ ଦଳ ମାନ୍ଦ୍ରାଜ ସରକାରଙ୍କୁ ଭେଟି ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ହସ୍ତାନ୍ତର କରିବା ପାଇଁ ଦାବିକଲେ ।

(iii) ବାଲେଶ୍ଵରରେ ମଧ୍ୟ ଉତ୍କଳ ସମ୍ମିଳନୀ ମାଧ୍ୟମରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା । ୧୯୧୧ରେ ଲର୍ଡ ହାର୍ଡିଞ୍ଜ ପୂର୍ବାଞ୍ଚଳ ରାଜ୍ୟ ସୀମା ପରିବର୍ତ୍ତନ କରିବା ପାଇଁ ଘୋଷଣା କଲେ ।

(iv) ୧୯୧୧ ଡିସେମ୍ବର ୨୭ ତାରିଖରେ ଇଂରେଜ ସରକାର ବଙ୍ଗ ପ୍ରେସିଡେନ୍ସିକୁ ଭାଗ ଭାଗ କରିଦେଲେ ।

 (v) ୧୯୧୨ ଅଗଷ୍ଟ ୧ ତାରିଖରେ ଗଠିତ ହେଲା– ବିହାର- ଓଡ଼ିଶା ନାମକ ଏକ ନୂତନ ପ୍ରଦେଶ । ମାତ୍ର ଓଡ଼ିଆ ଭାଷାଭାଷୀ ବିଚ୍ଛିନ୍ନାଞ୍ଚଳ ଏକତ୍ରୀକରଣର ପ୍ରଶ୍ନକୁ ଏଡ଼ାଇ ଦିଆଯାଇଥିଲା ।


(ଖ) ଦକ୍ଷିଣ ଓଡ଼ିଶାର ଓଡ଼ିଆ ଭାଷାଭାଷୀ ଅଞ୍ଚଳ ମିଶ୍ରଣରେ → କେଉଁ ପ୍ରତିବନ୍ଧକମାନ ଦେଖାଦେଇଥିଲା ? 

ଉ:(i) ଓଡ଼ିଶାର ଗଞ୍ଜାମ ଜିଲ୍ଲାକୁ ଇଂରେଜମାନେ ଅଧିକାର କରି ତାକୁ ଦକ୍ଷିଣରେ ମାଡ୍ରାସ ପ୍ରେସିଡେନ୍ସିରେ ମିଶାଇ ଥିଲେ । ଏହି ଦକ୍ଷିଣ ଓଡ଼ିଶାର ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଓଡ଼ିଶା ସହିତ ମିଶାଇ ଦେବାକୁ ଦାବି ହୋଇଥିଲା ।

 (ii) ମାନ୍ଦ୍ରାଜ ସରକାର ଏବଂ ଗଭର୍ଣ୍ଣର ଲର୍ଡ ଆମଥିଙ୍କର ପ୍ରତିରୋଧ ଯୋଗୁ ମାନ୍ଦ୍ରାଜ ପ୍ରେସିଡେନ୍ସି ଅଧୀନରେ ଥବା ଦକ୍ଷିଣ ଓଡ଼ିଶାର ଓଡ଼ିଆ ଭାଷାଭାଷୀ ଅଞ୍ଚଳ ମିଶ୍ରଣ ସମ୍ଭବପର ହୋଇନଥିଲା ।

(iii) ୧୯୦୪ ଜାନୁୟାରୀ ୫ ତାରିଖ ଲର୍ଡ କର୍ଜନ, ମାନ୍ଦ୍ରାଜ ୧ ଗଭର୍ଣ୍ଣରଙ୍କୁ ଲେଖୁ ଜଣାଇଥିଲେ ଯେ ଓଡ଼ିଶା ସହିତ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ମିଶ୍ରଣ ଏକ ଦୃଢ଼ ସିଦ୍ଧାନ୍ତ ଉପରେ ଆଧାରିତ ।

(iv) ୧୯୦୪ ଜୁନ୍ ୨୦ରେ ମାନ୍ଦ୍ରାଜ୍‌ର ଚିଫ୍ ସେକ୍ରେଟାରୀ ଏମ୍. ହାମରିକ ଭାରତ ସରକାରଙ୍କୁ ଲେଖି ଜଣାଇଥିଲେ ଯେ ମାନ୍ଦ୍ରାଜ ପ୍ରେସିଡେନ୍‌ସିରେ ବିଭିନ୍ନ ଜାତିମାନଙ୍କର ବାସସ୍ଥାନ ଯୋଗୁଁ ଏହା ସମ୍ଭବ ହେବ ନାହିଁ ।

(v) କାରଣ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ମିଶ୍ରଣ ଏକ ଭୌଗୋଳିକ ପରିସରରେ ବାସ କରୁଥିବା ବିଭିନ୍ନ ଭାଷାଭାଷୀ ଜନଗୋଷ୍ଠୀ ମଧ୍ୟରେ ସମସ୍ୟାମାନ ସୃଷ୍ଟି କରିବ ।


(ଗ) ଅଟ୍‌ ସବ୍ କମିଟି ଗଠନ ଓ କାର୍ଯ୍ୟକାରିତା ସମ୍ପର୍କରେ ଧାରଣା ଦିଅ ।

ଉ:(i) ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଉପରେ ମତ ଦେବା ପାଇଁ ସାଇମନ କମିଶନର ଅନ୍ୟତମ ସଦସ୍ୟ ସି.ଆର୍. ଅଟଲିଙ୍କ ଅଧ୍ୟକ୍ଷତାରେ ଏକ ସବ୍ କମିଟି ଗଠନ ହୋଇଥିଲା ।

(ii) ଏହାର ଅନ୍ୟ ସଦସ୍ୟ ଥିଲେ କେନ୍ଦ୍ରୀୟ ବିଧାୟକ ସଭାର ସଦସ୍ୟ ଡକ୍ଟର ସୁରୱାର୍ଦ୍ଦି ଏବଂ ବିହାର-ଓଡ଼ିଶା ବିଧାନ ପରିଷଦର ଓଡ଼ିଆ ସଦସ୍ୟ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଓ ଲକ୍ଷ୍ମୀଧର ମହାନ୍ତି |

(iii) କମିଟି ସୁପାରିସ୍ ଥ୍ଲା “ ଓଡ଼ିଆମାନଙ୍କର ଦାବି ଯୁକ୍ତିଯୁକ୍ତ ଏବଂ ସାର୍ବଜନୀନ ମତ’’ ।

(iv) ଏହି ସବ୍‌କମିଟି ଓଡ଼ିଶା ଡିଭିଜନ, ଅନୁଗୁଳ, ବଙ୍ଗର ମେଦିନୀପୁର, ମାନ୍ଦ୍ରାଜ ପ୍ରେସିଡେନ୍ସିର ଗଞ୍ଜାମ ଅଞ୍ଚଳ ଓ କେନ୍ଦ୍ରୀୟ ପ୍ରଦେଶର ଖଡ଼ିଆଳ ଅଞ୍ଚଳକୁ ଏକତ୍ର କରି ଏକ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ସୁପାରିସ କରିଥିଲା । 

(v) କିନ୍ତୁ ଏହା ମାନ୍ଦ୍ରାଜ ସରକାରଙ୍କ ବିରୋଧ ଯୋଗୁଁ କାର୍ଯ୍ୟକାରୀ ହୋଇପାରି ନଥିଲା ।


(ଘ) ଜାତୀୟ କଂଗ୍ରେସ କିପରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବି ସମ୍ପର୍କରେ ଅବଗତ ହେଲା ଏବଂ କିପରି ସମର୍ଥନ ଦେଇଥିଲା ଉଲ୍ଲେଖ କର ।

ଉ:(i) ୧୯୩୧ ମାର୍ଚ୍ଚ ୨୯ରେ କଚେରୀଠାରେ ଅନୁଷ୍ଠିତ ଜାତୀୟ ନାମ କଂଗ୍ରେସର ଅଧିବେଶନରେ ଓଡ଼ିଶାର ପ୍ରତିନିଧୁମାନେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବି ସମ୍ପର୍କରେ ମହାତ୍ମାଗାନ୍ଧୀଙ୍କୁ ଅବଗତ କରାଗଲା ।

(ii) ଗାନ୍ଧିଜୀ ଏହି ଦାବି ପ୍ରତି ପୂର୍ଣ୍ଣ ସମର୍ଥନ ପ୍ରକାଶ କରିବା ସହିତ ଦ୍ଵିତୀୟ ଗୋଲଟେବୁଲ ବୈଠକରେ ଏହି ପ୍ରସଙ୍ଗ ଉତ୍‌ଥାପନ କରିବାର ପ୍ରତିଶ୍ରୁତି ଦେଲେ । 

(iii) ୧୯୩୧ ମେ ୩ ତାରିଖରେ ଓଡ଼ିଶା ପ୍ରାଦେଶିକ କଂଗ୍ରେସ ସଭାରେ ଏକ ପୃଥକ୍ ଓଡ଼ିଶା ପ୍ରଦେଶ ପ୍ରତିଷ୍ଠା ପାଇଁ ସରକାରଙ୍କ ଉପରେ ଚାପ ପକାଇବାକୁ ହରେକୃଷ୍ଣ ମହତାବ ପ୍ରସ୍ତାବ ଆଗତ କଲେ ଏବଂ ଏହା ସର୍ବସମ୍ମତି କ୍ରମେ ଗୃହୀତ ହେଲା ।

(iv) ସବୁ ସ୍ତରରେ ଏହି ବିଷୟ କ୍ରମାଗତ ଆଲୋଚନା କରିବା ପାଇଁ ନୀଳକଣ୍ଠ ଦାସଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଗଲା ।

(v) ଜାତୀୟ କଂଗ୍ରେସ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରକ୍ରିୟାକୁ ସମର୍ଥନ ଦେଲା । ।


 (‍) ପାରଳାଖେମୁଣ୍ଡିକୁ ଓଡ଼ିଶା ସହିତ ମିଶାଇଦେବା ଦାବି କେଉଁ କମିଟି ଆଗରେ ଉପସ୍ଥାପନ କରାଯାଇଥିଲା ? ସେହି କମିଟି କି ପଦକ୍ଷେପ ନେଲା ?

 ଉ:(i) ପାରଳାଖେମୁଣ୍ଡି ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ସମର୍ଥନ ଏବଂ ପ୍ରେରଣାରେ ପାରଳାଖେମୁଣ୍ଡିର ଓଡ଼ିଆମାନେ ଏବଂ ପାରଳାଖେମୁଣ୍ଡି ଉତ୍କଳ ହିତୈଷିଣୀ ସମାଜର ସଭ୍ୟମାନେ ଓଡ଼ିଶାର ପାରଳାଖେମୁଣ୍ଡିକୁ ମିଶାଇ ଦେବା ପାଇଁ ଦୃଢ଼ ଭାବରେ ଓ’ଡନେଲ କମିଟି ଆଗରେ ଦାବି ଜଣାଇ ଥିଲେ ।

(ii) ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନିଜ ଜମିଦାରୀକୁ ଓଡ଼ିଶାରେ ମିଶାଇ ଦେବା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ । 

(iii) ଓ’ଡନେଲ କମିଟିର ନିର୍ଦ୍ଧାରଣ ଓଡ଼ିଆମାନଙ୍କୁ ସମ୍ପୂର୍ଣ୍ଣଭାବେ ସନ୍ତୁଷ୍ଟ କରି ପାରିନଥିଲା ।

(iv) କାରଣ ଏଥରେ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶରୁ ପାରଳାଖେମୁଣ୍ଡି ମଞ୍ଜୁଷା, ମେଦିନୀପୁର ଏବଂ ସିଂହଭୂମୀକୁ ବାଦ ଦିଆଯାଇଥିଲା ।


(ଚ) ସୀମାନିର୍ଦ୍ଧାରଣ କମିଟିର ନିର୍ଦ୍ଧାରଣକୁ କିପରି ପ୍ରତିବାଦ କରାଯାଇଥିଲା, ଉଲ୍ଲେଖ କର ।

ଉ:(i) ଓ’ଡନେଲଙ୍କ ଅଧ୍ଯକ୍ଷତା ଗଠିତ ସୀମାନିର୍ଦ୍ଧାରଣ କମିଟିର ନିଷ୍ପଭିକୁ ପ୍ରତିବାଦ କରିବା ପାଇଁ ୧୯୩୨ ମସିହା ଅଗଷ୍ଟ ୨୧ରେ ବ୍ରହ୍ମପୁରଠାରେ ଉତ୍କଳ ସମ୍ମିଳନୀର ଜରୁରୀ ବୈଠକ ବସିଥିଲା ।

(ii) ଏହି ଅଧ୍ଶନରେ ଲକ୍ଷ୍ମୀଧର ମହାନ୍ତି ଅଧ୍ୟକ୍ଷତା କରିଥିଲେ ଏବଂ ଓ’ଡନେଲ କମିଟିର ପ୍ରତିକୂଳ ନିର୍ଦ୍ଧାରଣ ବିରୋଧରେ କାର୍ଯ୍ୟପନ୍ଥା ଗ୍ରହଣ କରିବା ସ୍ଥିର ହେଲା । 

(iii) କମିଟିର ନିର୍ଦ୍ଧାରଣଗୁଡ଼ିକର ତ୍ରୁଟି ସମ୍ପର୍କରେ ବଡ଼ଲାଟଙ୍କୁ ଅବଗତ କରାଇବା ପାଇଁ ପାରଳାଖେମୁଣ୍ଡି ମହାରାଜଙ୍କ ଅଧିନାୟକତ୍ୱରେ ଏକ କମିଟି ଗଢ଼ାଯାଇଥିଲା ।

(iv) ଏହି କମିଟି ୧୯୩୨ ମସିହା ସେପ୍ଟେମ୍ବର ୧୭ରେ ସିମିଳାଠାରେ ବଡ଼ଲାଟ ଲର୍ଡ଼ ୱିଲିଙ୍ଗଡନଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନ କରିଥିଲେ । 

(v) ବିହାର-ଓଡ଼ିଶା ବିଧାନ ପରିଷଦରେ ବେସରକାରୀ ସଦସ୍ୟମାନଙ୍କ ଦ୍ବାରା ଓଡ଼ିଶା ସୀମା ନିର୍ଦ୍ଧାରଣ କମିଟିର ଅଯୌକ୍ତିକ ନିଷ୍ପତ୍ତିର ନିନ୍ଦା କରାଯିବା ସହିତ ତୁରନ୍ତ ଏକ ପୃଥକ ଓଡ଼ିଶା ଗଠନ ପ୍ରସ୍ତାବ ଗୃହୀତ ହୋଇଥିଲା | 


swatantra odisha pradesh gathana 1 mark question answer 

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ଟି ଶବ୍ଦରେ ଲେଖ ।

 (କ) ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷ କେବେ ଦେଖାଦେ ଇଥିଲା ? ଏହି ଦୁର୍ଭିକ୍ଷ ପାଇଁ ବ୍ରିଟିଶ ପାର୍ଲାମେଣ୍ଟ କାହାକୁ ଦାୟୀ କରିଥିଲା ?

ଉ :(i) ୧୮୬୬ ମସିହାରେ ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷ ଦେଖାଯାଇଥିଲା ।

(ii) ଏହି ଦୁର୍ଭିକ୍ଷ ପାଇଁ ବଙ୍ଗଳା ସରକାର ଦାୟୀ ବୋଲି ବ୍ରିଟିଶ ପାର୍ଲାମେଣ୍ଟର ତତ୍କାଳୀନ ସେକ୍ରେଟାରୀ ଅପ୍ ଷ୍ଟେଟସ୍ ଷ୍ଟାଫୋର୍ଡ଼ ନର୍ଥକୋଟ ଦର୍ଶାଇଥିଲେ ।


 (ଖ) “ଓଡ଼ିଆ ଏକ ସ୍ଵତନ୍ତ୍ର ଭାଷା ନୁହେଁ? ଉକ୍ତିକୁ କେଉଁ ବ୍ୟକ୍ତିଗଣ ଗ୍ରହଣ କରିନଥିଲେ ?

ଉ :(i) ବିଖ୍ୟାତ ଭାଷାବିତ୍ ଜନ୍ ବିମ୍ସ ଏବଂ ଓଡ଼ିଶାର ଗଭଣ୍ଠିର ଗୋଲ୍ସସବରୀ ଗ୍ରହଣ କରିନଥିଲେ ।

(ii) ସେହିପରି ବଙ୍ଗର ପ୍ରସିଦ୍ଧ ଲେଖକ ବାସୁଦେବ ମୁଖୋପାଧ୍ୟାୟ ଏହି ମତକୁ ମଧ୍ଯ ଗ୍ରହଣ କରିନଥିଲେ ।


 (ଗ) “ଉତ୍କଳ ସଭା’ କେଉଁ ଲକ୍ଷ୍ୟ ରଖୁ ଗଠିତ ହୋଇଥିଲା ? 

ଉ :(i) “ ଉତ୍କଳସଭା ଗଠନ କରିବାର ଲକ୍ଷ୍ୟ ଥିଲା ଓଡ଼ିଆ ଭାଷାର ସ୍ୱତନ୍ତ୍ରତାକୁ ବଜାଇ ରଖିବା ।

(ii) ଓଡ଼ିଆମାନଙ୍କ ମଧ୍ୟରେ ଭ୍ରାତୃତ୍ଵଭାବକୁ ବଜାଇ ରଖୁବାର ଲକ୍ଷ୍ୟ ରଖିଲା ।


(ଘ) ଓଡ଼ିଶା ଭ୍ରମଣରେ ଆସିଥୁବା ବଙ୍ଗ ଗଭର୍ଣ୍ଣର ସାର୍ ଏସ୍. ସି ବେଲିଙ୍କୁ କେଉଁ ସ୍ମାରକପତ୍ର ଦିଆଯାଇଥିଲା ? ତାହା କ’ଣ ଥିଲା ?

ଉ :(i) ଓଡ଼ିଶା ଭ୍ରମଣରେ ଆସିଥିବା ବଙ୍ଗର ଲେଫଟନାଣ୍ଟ ଗଭର୍ଣ୍ଣର ସାର୍ ଏସ୍.ସି ବେଲିଙ୍କୁ କଟକଠାରେ ଉତ୍କଳସଭା ପକ୍ଷରୁ ଏକ ସ୍ମାରକପତ୍ର ଦିଆଯାଇଥିଲା ।






(ii) ମଧ୍ୟପ୍ରଦେଶ, ମାନ୍ଦ୍ରାଜ ଏବଂ ବଙ୍ଗରେ ମିଶି ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଅଲଗା କରିଦେବା ଦାବି କରାଯାଇଥିଲା ।

(‍) କେଉଁ ପରିସ୍ଥିତିରେ ଇଂରେଜ ସରକାର ରାଜଧାନୀ କୋଲକାତାରୁ ଦିଲ୍ଲୀକୁ ସ୍ଥାନାନ୍ତରିତ କରିଥିଲେ ?

ଉ :(i) କୋଲକାତାରେ ବଙ୍ଗ ବିଭାଜନ ବିରୋଧରେ ଅରବିନ୍ଦ ଘୋଷଙ୍କର ‘ବନ୍ଦେ ମାତରମ୍’ ଆନ୍ଦୋଳନ ଭୟଙ୍କର ହୋଇଥିଲା ।

(ii) ଏହି ଆନ୍ଦୋଳନ ସରକାରଙ୍କୁ ରାଜଧାନୀ କୋଲକାତାରୁ ସ୍ନାନାନ୍ତରିତ କରି ଦିଲ୍ଲୀ ନେଇଯିବାକୁ ବାଧ୍ୟ କରିଥିଲା । (ଚ) ମଣ୍ଟେଗୁ ଚେମସ୍କୋର୍ଡ଼ ଖସଡ଼ା କେବେ ପ୍ରସ୍ତୁତ ହୋଇଥିଲା ? ଏଥିରେ ଓଡ଼ିଶା ବିଚ୍ଛିନ୍ନତା ସମ୍ପର୍କରେ କି ମନ୍ତବ୍ୟ ଦେଇଥିଲା ?

149

ერე

ଦଶମ ଶ୍ରେଣୀ —dumbo

(ii) ଏହା ମଞ୍ଜୁଷା, ଜଳନ୍ତର ଓ ପାରଳାଖେମୁଣ୍ଡି ଅଞ୍ଚଳର ଲୋକମାନଙ୍କୁ ପ୍ରଭାବିତ କରିଥିଲା ।

(ଝ) ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଇଂଲଣ୍ଡର ଗୋଲଟେବୁଲ ବୈଠକରେ ଓ ବାହାରେ କେଉଁ ଦାବି ଉପସ୍ରାପନ କରିଥିଲେ ? ବୈଠକର ପ୍ରତିନିଧୁମାନଙ୍କୁ କେଉଁ ପୁସ୍ତକ ବାଣ୍ଟିଥିଲେ ?

ଉ:(i) କୃଷ୍ଣଚନ୍ଦ୍ର ଗଜପତି ଇଂଲଣ୍ଡର ଗୋଲଟେବୁଲ ବୈଠକରେ ଓ ବାହାରେ ଦୃଢ଼ ଭାବରେ ଓଡ଼ିଆମାନଙ୍କ ସ୍ୱତନ୍ତ୍ର ପ୍ରଦେଶ ଗଠନ ଦାବି ଉପସ୍ଥାପନ କରିଥିଲେ ।

ନିମ

(ii) “ ଓଡ଼ିଆ ମାନଙ୍କ ଦାବି ଓ ଯୁକ୍ତି’’ ନାମକ ଏକ ପୁସ୍ତିକା ବୈଠକର ପ୍ରତିନିଧିମାନଙ୍କୁ ବାଣ୍ଟିଥିଲେ ।

(ଞ) କାହାଙ୍କ ଯୋଗୁ ଇଂରେଜ ସରକାର ଓଡ଼ିଆମାନଙ୍କର ସ୍ୱତନ୍ତ୍ର ପ୍ରଦେଶ ଗଠନ ଦାବିକୁ ସ୍ବୀକାର କରିଥିଲେ ? ଏହା କାହାଙ୍କ ଦୀର୍ଘଦିନର ପରିଶ୍ରମକୁ ଫଳପ୍ରସୂ କରିବାରେ ସମର୍ଥ ହେଇଥିଲା ?

ଉ:(i) ମଣ୍ଟେଗୁ ଚେମସ୍କୋର୍ଡ଼ ଖସଡ଼ା ୧୯୧୮ରେ ପ୍ରସ୍ତୁତ ‍:(i) ମହାରାଜ କୃଷ୍ଣଚନ୍ଦ୍ରଙ୍କ ଅକାଟ୍ୟ ଯୁକ୍ତି ଓ ଅକ୍ଳାନ୍ତ ପରିଶ୍ରମ

ହୋଇଥିଲା ।

(ii) ଏଥୁରେ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ଏକତ୍ରୀକରଣ ପାଇଁ କୌଣସି

ନିର୍ଦ୍ଦିଷ୍ଟ ଶାସନ ଯୋଜନା ନ ଥିଲା ।

(ଛ) ୧୯୨୧ ମସିହାରେ ବିହାର-ଓଡ଼ିଶା ବିଧାନ ପରିଷଦର ସଭ୍ୟ କିଏ ଥିଲେ ? ସେ କେଉଁ ପ୍ରସ୍ତାବ ଆଗତ କରିଥିଲେ ?

‍:(i) ୧୯୨୧ ମସିହାରେ ବିହାର-ଓଡ଼ିଶା ବିଧାନ ପରିଷଦର

ସଭ୍ୟ ବିଶ୍ବନାଥ କର ଥିଲେ ।

}}}}}

(ii) ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକ ଶାସନ ଅଧୀନସ୍ଥ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । (କ) ଫିଲିପ୍ ଡଫ୍ କମିଟିର ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସୁପାରିଶ କାହିଁକି କାର୍ଯ୍ୟକାରୀ ହୋଇପାରିନଥିଲା ? ଏହା କେଉଁ ଅଞ୍ଚଳର ଲୋକଙ୍କୁ ପ୍ରଭାବିତ କରିଥିଲା ? ଉ:(i) ଫିଲିପ ଡପ୍ କମିଟିର ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ପ୍ରସ୍ତାବ ମାନ୍ଦ୍ରାଜସରକାରଙ୍କ ବିରୋଧ ଫଳରେ କାର୍ଯ୍ୟକାରୀ ହୋଇପାରିନଥିଲା ।

ଦିନ ଯୋଗୁ ଇଂରେଜ ସରକାର ଓଡ଼ିଆମାନଙ୍କର ସ୍ୱତନ୍ତ୍ର ପ୍ରଦେଶ

ଗଠନ ଦାବିକୁ ସ୍ବୀକାର କରିଥିଲେ ।

(ii) ଏହା ମଧୁସୂଦନ ଦାସଙ୍କ କଠିନ ପରିଶ୍ରମକୁ ଫଳପ୍ରସୂ କରିବାରେ ସମର୍ଥ ହୋଇଥିଲା ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟି ଏ ବାକ୍ୟରେ ଲେଖ ।

(କ) ଗଞ୍ଜାମର ଓଡ଼ିଆ ସମାଜ ପ୍ରତିନିଧୁ ଦଳ ମାନ୍ଦ୍ରାଜ

ସରକାରଙ୍କୁ କେଉଁ ଦାବି ଜଣାଇଥିଲେ ?

ଉ: ଗଞ୍ଜାମର ଓଡ଼ିଆ ସମାଜ ପ୍ରତିନିଧ୍ ଦଳ ମାନ୍ଦ୍ରାଜ ବର, ସରକାରଙ୍କୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ହସ୍ତାନ୍ତର କରିବା ପାଇଁ ଦାବି କରିଥିଲେ ।

(ଖ) ରିସଲେ ସର୍କୁଲାରକୁ କେଉଁ ସରକାର ମାନି ନେଇଥିଲେ ?

ଉ: ରିସ୍‌ ସର୍କୁଲାରକୁ ମଧ୍ୟପ୍ରଦେଶ ସରକାର ମାନି ନେଇଥିଲେ । କିଛିE ORG

No comments:

Post a Comment