10th History Odia Medium ଗୋଆ ଓ ପୁଦୁଚେରୀର ମୁକ୍ତି ( goa to pondicherry mukti question answer ) | 10th Class History .ଗୋଆ ଓ ପୁଦୁଚେରୀର ମୁକ୍ତି, goa o puducherry ro mukti question answer, 10th class history goa o puducherry ro mukti, class 10 history chapter 4 odia medium, goa and puducherry liberation class 10 history odia.
Goa O Puducherry Mukti Questions And Answers
ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର
୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ଗୋଟି ଶବ୍ଦରେ ଲେଖ ।
(କ) ସ୍ଵାଧୀନତା ପରେ ଭାରତରେ ଥିବା ଫରାସୀ ଉପନିବେଶ ସମ୍ପର୍କରେ ଏକ ଟିପ୍ପଣୀ ଲେଖ ।
ଉ: (i) ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତରୁ ବ୍ରିଟିଶ୍ ସାମ୍ରାଜ୍ୟବାଦର ଅବସାନ ହୋଇଥିଲେ ମଧ୍ୟ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଜଣାଶୁଣା କିଛି ଅଞ୍ଚଳ ବିଦେଶୀ ଶାସନ କବଳରେ ରହିଥିଲା ।
(ii) ପୂର୍ବ ଉପକୂଳରେ ଅବସ୍ଥିତ ପୁଦୁଚେରୀ ଫରାସୀ ତୁ ଶାସନାଧୀନ ଥିଲା ।
(iii) ଏତଦବ୍ୟତୀତ ଚନ୍ଦନନଗର, କରାଇକଲ୍, ମାହେ, ୟାନାମ୍ ପ୍ରଭୃତି ଅଞ୍ଚଳ ମଧ୍ଯ ଫରାସୀ ଶାସନାଧୀନ ଥିଲା ।
(iv) ଭାରତରେ ଥିବା ଫରାସୀ ଉପନିବେଶର ଆୟତନ ୫୧୦ ବର୍ଗ କିଲୋମିଟର ଥିବାବେଳେ ୧୯୩୬ ମସିହା ସୁଦ୍ଧା ଏହି ଉପନିବେଶର ଜନସଂଖ୍ୟା ୨, ୯୮, ୫୫୧ ଥିଲା ।
(v) ପୁଦୁଚେରୀ (ପଣ୍ଡିଚେରୀ) ଫରାସୀ ଉପନିବେଶମାନଙ୍କର ସଦର ମହକୁମା ଥିଲା ।
(vi) ଏହି ଅଞ୍ଚଳଗୁଡ଼ିକୁ ଭାରତର ରାଜନୈତିକ ପରିଧ୍ ଭିତରକୁ ଫେରାଇ ଆଣିବା ସ୍ଵାଧୀନତା ପର ଭାରତ ସରକାରଙ୍କ ପାଇଁ ଏକ ପ୍ରମୁଖ ଆହ୍ଵାନ ଥିଲା ।
(vii) ଭାରତ ସରକାରଙ୍କ ଅକ୍ଳାନ୍ତ ଉଦ୍ୟମ ଫଳରେ ଏହି ଫରାସୀ ଉପନିବେଶଗୁଡ଼ିକ ୧୯୬୨ ମେ ମାସରେ ଭାରତ ସହିତ ବିଧବଦ୍ଧ ଭାବରେ ମିଶିଥିଲା ।
(ଖ) ଗୋଆରେ ନିଜର ଶାସନ ଜାରି ରଖୁବା ପାଇଁ ୧୯୪୭ ମସିହାରୁ ୧୯୬୧ ମସିହା ପର୍ଯ୍ୟନ୍ତ ପର୍ତ୍ତୁଗୀଜମାନେ କେଉଁ ପଦକ୍ଷେପମାନ ନେଇଥିଲେ ?
ଉ: (i) ଭାରତ ସ୍ଵାଧୀନ ହେଲା ପରେ ଭାରତ ସରକାରଙ୍କ କୂଟନୈତିକ ସମାଧାନ ପ୍ରସ୍ତାବକୁ ଗୋଆର ପର୍ତ୍ତୁଗୀଜ ହୁତ ଶାସକ ପ୍ରତ୍ୟାଖ୍ୟାନ କରିଥିଲା । ଫଳରେ ଗୋଆରେ ପ୍ରଜା ଆନ୍ଦୋଳନ ଦେଖା ଦେଇଥିଲା ।
(ii) ୧୯୫୫ ମସିହା ଅଗଷ୍ଟ ୧୫ରେ ଗୋଆରେ ହୋଇଥିବା ପ୍ରଜା ଆନ୍ଦୋଳନକୁ ପର୍ତ୍ତୁଗୀଜ ସରକାର ଦୃଢ଼ ହସ୍ତରେ ଦମନ କଲା । ପୁଲିସ ଗୁଳିରେ ୨୨ ଜଣ ଅହିଂସ ସତ୍ୟାଗ୍ରହୀ ମୃତ୍ୟୁବରଣ କରିଥିଲେ ଏବଂ ପର୍ତ୍ତୁଗୀଜ ସରକାର ଦାମନରୁ ଅଧିକ ସୈନ୍ୟ ମଧ୍ୟ ଗୋଆକୁ ପ୍ରେରଣ କଲା ।
(ii) ଭାରତୀୟ ସୈନ୍ୟବାହିନୀ ବାଧା ଦେବାରୁ ପର୍ତ୍ତୁଗାଲ ସରକାର ଏହା ବିରୋଧରେ ଆନ୍ତର୍ଜାତିକ ନ୍ୟାୟାଳୟରେ ଏକ ଅର୍ଜି ଦାଖଲ କରିଥିଲା ।
(iv) ୧୯୬୦ ମସିହାରେ ଆନ୍ତର୍ଜାତିକ ନ୍ୟାୟାଳୟ ଏହି ଅର୍ଜିକୁ ଖାରଜ କରି ଦେବା ପରେ ପର୍ତ୍ତୁଗାଲ ସରକାର ଜାତିସଂଘର ସାଧାରଣ ସଭାରେ ପର୍ତ୍ତୁଗାଲ ବାହାରେ ଥିବା ପର୍ତ୍ତୁଗୀଜ ଉପନିବେଶଗୁଡ଼ିକୁ ପର୍ତ୍ତୁଗାଲର ଅବିଚ୍ଛେଦ୍ୟ ଅଂଶ ଭାବରେ ବିବେଚନା କରିବାକୁ ଦାବି ଉପସ୍ଥାପନ କରିଥିଲା ।
(v) ଜାତିସଂଘର ସାଧାରଣ ସଭାରେ ମଧ୍ୟ ପର୍ତ୍ତୁଗାଲର ଉକ୍ତ ଦାବି ଅଗ୍ରାହ୍ୟ ହେବା ପରେ ୧୯୬୧ ମସିହାରେ ଭାରତର କି ପ୍ରଧାନମନ୍ତ୍ରୀ କଥାବାର୍ତ୍ତା ମାଧ୍ୟମରେ ଗୋଆ ସମସ୍ୟାର ସମାଧାନ ଚାହିଁ ଥିଲା ବେଳେ ପର୍ତ୍ତୁଗାଲ ସରକାର ଗୋଆ ଅଧିବାସୀମାନଙ୍କ ଉପରେ ଦମନ ଲୀଳା ଜାରି ରଖୁଲା ।
(vi) ଗୋଆର ପ୍ରଜାମାନଙ୍କର ଦୁର୍ଦ୍ଦଶାକୁ ଆଖ୍ ଆଗରେ ରଖୁ ଭାରତ ସରକାର ୧୯୬୧ ଡିସେମ୍ବର ୧୮ ତାରିଖରେ ଭାରତୀୟ ସୈନ୍ୟବାହିନୀ ଗୋଆରେ ପ୍ରବେଶ ଦିନ କରାଇଲେ ।
(vii) ପର୍ତ୍ତୁଗାଲ ସରକାର ଏହାକୁ ଏକ ଆକ୍ରମଣ ବୋଲି ଜାତିସଂଘ ସୁରକ୍ଷା ପରିଷଦରେ ପ୍ରଶ୍ନ ଉଠାଇଲା କିନ୍ତୁ ଭାରତ
ସୈନ୍ୟ ପ୍ରତ୍ୟାହାର ପ୍ରସ୍ତାବଟି ରୁଷୀୟ ଭିଟୋ ବଳରେ ଅକାମୀ ହୋଇଗଲା ।
(viii) ଫଳରେ ୧୯୬୧ ଡିସେମ୍ବର ୧୯ ତାରିଖରେ ଗୋଆର ଅବସ୍ଥାପିତ ପର୍ତ୍ତୁଗୀଜ୍ ଗଭର୍ଣ୍ଣର ଶରଣପତ୍ରରେ ସ୍ଵାକ୍ଷର କରିଥିଲେ ଏହିପରି ଭାବରେ ପର୍ତ୍ତୁଗୀଜମାନେ ୧୯୪୭ରୁ ୧୯୬୧ ମଧ୍ୟରେ ଗୋଆରେ ନିଜର ଆଧୂପତ୍ୟ ରକ୍ଷା କରିବାକୁ ବିଭିନ୍ନ ପଦକ୍ଷେପମାନ ନେଇଥିଲେ ।
(ଗ) ୧୯୬୧ ମସିହାରେ କେଉଁ ପରିସ୍ଥିତିରେ ଭାରତୀୟ ସୈନ୍ୟବାହିନୀ ଗୋଆରେ ପ୍ରବେଶ କଲେ ?
ଉ: (i) ୧୯୬୦ ମସିହା ଡିସେମ୍ବର ମାସରେ ଜାତିସଂଘ ସାଧାରଣ ସଭା ପର୍ତ୍ତୁଗାଲ ବାହାରେ ଥିବା ପର୍ତ୍ତୁ ଗୀଜ ଉପନିବେଶଗୁଡ଼ିକୁ ପର୍ତ୍ତୁଗାଲର ଅଂଶ ଭାବରେ ଗ୍ରହଣକରି ଦାବିକୁ ଅଗ୍ରାହ୍ୟ ହେବା ପରେ ଭାରତ ସରକାର ୧୯୬୧ ମସିହାରେ କଥାବାର୍ତ୍ତା ମାଧ୍ୟମରେ ଗୋଆ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିଥିଲେ ।
(ii) କିନ୍ତୁ ପର୍ତ୍ତୁଗାଲ ସରକାର ଆଙ୍ଗୋଲାରେ ସତ୍ୟାଗ୍ରହୀମାନଙ୍କୁ ଯେପରି ଦମନ କରିବାରେ ସମର୍ଥ ହୋଇଥିଲେ ସେହିପରି ଗୋଆର ସତ୍ୟାଗ୍ରହୀମାନଙ୍କୁ ଦମନ କରିବାକୁ ପ୍ରୟାସ କଲା ।
(ii) ଏହାପରେ ଗୋଆରୁ ପର୍ତ୍ତୁଗୀଜମାନଙ୍କୁ ବିତାଡ଼ିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପଡ଼ିଲା ।
(iv) ଇତ୍ୟବସରେ ଆମେରିକା ସରକାର ପର୍ତ୍ତୁଗୀଜ ସରକାରଙ୍କୁ ଗୋଆ ଛାଡ଼ିବା ପାଇଁ ବୁଝାଇ ବିଫଳ ହେଲା ।
(v) ସବୁ ପ୍ରକାର ପ୍ରୟାସ ବିଫଳ ହେବାରୁ ଭାରତ ସରକାର ବାଧ୍ୟ ହୋଇ ଗୋଆର ପ୍ରଜାମାନଙ୍କର ସ୍ଵାଧୀନତା ପାଇଁ ୧୯୬୧ ମସିହା ଡିସେମ୍ବର ୧୮ ତାରିଖରେ ଗୋଆରେ ଭାରତୀୟ ସୈନ୍ୟବାହିନୀ ପ୍ରବେଶ କରାଇଥିଲେ ଏବଂ ଦୁଆ ପର୍ତ୍ତୁଗୀଜ ସୈନ୍ୟଙ୍କୁ ପରାସ୍ତ କରିଥିଲେ ।
(ଘ) ପର୍ତ୍ତୁଗୀଜ ଉପନିବେଶଗୁଡ଼ିକ କିପରି ଭାରତର ଭିନ୍ନ ଭିନ୍ନ ପାହ୍ୟାର ଅଂଶ ହେଲେ ?
ଉ: (i) ୧୯୪୭ ମସିହାରେ ଇଂରେଜ ସରକାର ଭାରତ ଛାଡ଼ି ଗଲାପରେ ମଧ୍ୟ ପର୍ତ୍ତୁଗାଲ ସରକାର ଗୋଆ, ଦାମନ୍, ଡିଉ, ଦାଦ୍ରା ଓ ନଗରହାବେଳୀ ଉପରେ ନିଜର ଆଧ୍ୟତ୍ୟ ଜାରି ରଖୁଲେ ।
(ii) ଗୋଆ ଉପରେ ନିଜ ଆଧ୍ୟାତ୍ୟ ଜାରି ରଖୁବା ପାଇଁ ଶତ ଚେଷ୍ଟାକରି ଆନ୍ତର୍ଜାତିକ କ୍ଷେତ୍ରରେ ବିଫଳ ହେବା ପରେ ମଧ୍ୟ ପର୍ତ୍ତୁଗାଲ ସରକାର ଗୋଆକୁ ମୁକ୍ତ ନକରିବାରୁ ଭାରତ ସରକାର ସୈନ୍ୟ ପଠାଇ ଗୋଆକୁ ପର୍ତ୍ତୁଗାଲ କବଳରୁ ମୁକ୍ତ କଲେ ଏବଂ ତାହାକୁ ଭାରତ ସହିତ ମିଶାଇ ଚିରି ଦିଆଗଲା । ।
(iii) ଗୋଆକୁ ମହାରାଷ୍ଟ୍ର ପ୍ରଦେଶରେ ମିଶିବାର ସିଦ୍ଧାନ୍ତକୁ ନେଇ ୧୯୬୭ ମସିହାରେ ଏକ ଗଣଭୋଟ ହୋଇଥିଲା । ଫଳାଫଳ ସ୍ଵରୂପ ଗୋଆ ଅଧିବାସୀମାନେ ମହାରାଷ୍ଟ୍ର ସହିତ ମିଶିବାକୁ ସ୍ଵୀକାର କଲେ ନାହିଁ ।
(iv) ଫଳରେ ୧୯୮୭ ମସିହା ମେ ମାସରେ ଗୋଆକୁ ରାଜ୍ୟ ପାହ୍ୟା ପ୍ରଦାନ କରାଗଲା । ଏହା ଦେଶର ୨୫ ତମ ରାଜ୍ୟ ଭାବରେ ବିବେଚିତ ହେଲା ।
(v) ୧୯୬୧ ମସିହା ଅଗଷ୍ଟ ୧୧ ତାରିଖରେ ଦାଦ୍ରା ଓ ନଗର ହାବେଳିକୁ ମଧ୍ୟ ଭାରତ ସହିତ ମିଶାଇ ଦିଆଗଲା ଏବଂ ଏହାକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦିଆଗଲା
(ଙ) ପୁଦୁଚେରୀ ଅଧୀନରେ ଥିବା ଫରାସୀ ଶାସନାଧୀନ ଅନ୍ତଃକ୍ଷେତ୍ରଗୁଡ଼ିକ କିପରି ଭାରତ ସହିତ ମିଶିଲେ ?
ଉ: (i) ଭାରତରେ ବିକ୍ଷିପ୍ତ ହୋଇ ରହିଥିବା ଫରାସୀ ଶାସନାଧୀନ ଅନ୍ତଃକ୍ଷେତ୍ରଗୁଡ଼ିକ ଥିଲା ପୁଦୁଚେରୀ, ଚନ୍ଦନନଗର, କରାଇକଲ, ମାହେ ଓ ୟାନାମ୍ ।
(ii) ଭାରତ ସ୍ଵାଧୀନତା ପରେ ଭାରତ ସରକାର ଏହି କ୍ଷେତ୍ରଗୁଡ଼ିକୁ ଭାରତ ସହିତ ମିଶାଇବା ପାଇଁ ଫରାସୀ ଶାସକମାନଙ୍କ ସହିତ ଆଲୋଚନା କଲେ ।
(iii) ଆଲୋଚନାର ଫଳ ସ୍ୱରୂପ ୧୯୪୮ ମସିହାରେ ଫ୍ରାନସ୍ ଓ ଭାରତ ମଧ୍ୟରେ ଏକ ଯୁକ୍ତି ସ୍ୱାକ୍ଷରିତ ହେଲା । ଏହି ଚୁକ୍ତି ଅନୁସାରେ ଗଣଭୋଟ ମାଧ୍ୟମରେ ଏହି ଅଞ୍ଚଳଗୁଡ଼ିକ କାହା ସହିତ ମିଶିବ ବୋଲି ନିର୍ଦ୍ଧାରିତ ହେବାର ସ୍ଥିର । କରାଗଲା ।
(iv) ୧୯୪୯ ଜୁନ ମାସ ୧୯ ତାରିଖରେ ଚନ୍ଦନ ନଗରରେ ଅନୁଷ୍ଠିତ ଗଣ ଭୋଟ୍ରେ ଭାରତ ସହିତ ମିଶିବା ପାଇଁ ୩.୪୬୩ଟି ଭୋଟ ଏବଂ ଫରାସୀ ଉପନିବେଶ ସପକ୍ଷରେ ମାତ୍ର ୧୧୪ ଭୋଟ ପଡ଼ିଥିଲା । ତେଣୁ ୧୯୫୦ ମେ ୨ ତାରିଖ ଦିନ ବିଧ୍ଵବଦ୍ଧଭାବରେ ଚନ୍ଦନ ନଗର ଭାରତ ସହିତ ମିଶିଗଲା ।
(v) ୧୯୫୪ରେ ଭାରତ ସପକ୍ଷ ଦାନ ଆନ୍ଦୋଳନକାରୀମାନେ ୟାନାମ୍ ଓ ମାହେର କ୍ଷମତା ହାସଲ କଲେ ।
(vi) ୧୯୫୪ ମସିହାର ଅକ୍ଟୋବର ଓ ପୁଦୁଚେରୀ ଓ କରାଇକଲରେ ଅନୁଷ୍ଠିତ ଗଣଭୋଟ ଭାରତ ସପକ୍ଷରେ ଗଲା ଏବଂ ୧୯୫୪ ମସିହା ନଭେମ୍ବର ୧ ତାରିଖରେ ପୁଦୁଚେରୀ ଓ କରାଇକଲର ବାସ୍ତବ କ୍ଷମତା ଭାରତ ହାତକୁ ଆସିଥିଲା ।
(vii) ୧୯୬୨ ମସିହା ମେ ମାସରେ ଫରାସୀ ସରକାରଙ୍କର ଅନୁମୋଦନ ପରେ ଫରାସୀ ଆନ୍ତଃକ୍ଷେତ୍ରଗୁଡ଼ିକ ବିଧବଦ୍ଧ ଭାବରେ ଭାରତ ସହିତ ମିଶିଥିଲା ।
91 ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଗୋଟି ଶବ୍ଦରେ ୧୬୦ ଲେଖ ।
(କ) ପର୍ତ୍ତୁଗୀଜଶାସିତ ଭାରତରେ ଅବସ୍ଥିତ ଅନ୍ତଃକ୍ଷେତ୍ରଗୁଡ଼ିକର ଭୌଗୋଳିକ ଅବସ୍ଥିତି ବିଷୟରେ ଆଲୋକପାତ କର ।
ଉ : ଭାରତର ପଶ୍ଚିମ ଉପକୂଳରେ ଅବସ୍ଥିତ ଗୋଆ, ଦାମନ୍ତିଭ ଦାଦ୍ରା ଓ ନଗର ହାବେଳି ପର୍ତ୍ତୁଗୀଜମାନଙ୍କର ଉପନିବେଶ ଥିଲା
(ଖ) ଫରାସୀ ଶାସନାଧୀନ ଅନ୍ତଃକ୍ଷେତ୍ରଗୁଡ଼ିକ ଭାରତରେ କେଉଁ ଅଞ୍ଚଳରେ ଅବସ୍ଥିତ ଥିଲା ?
: (i) ଫରାସୀ ଶାସନାଧୀନ ପୁଦୁଚେରୀ ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ।
(ii) କରାଇକଲ ଓ ୟାନାମ୍, କରମଣ୍ଡଳ ଉପକୂଳରେ ଅବସ୍ଥିତ ଥିଲା ।
(iii) ମାଲାବାର ଉପକୂଳରେ ମାହେ ଅବସ୍ଥିତ ଥିବାବେଳେ ବଙ୍ଗଳା ଉପକୂଳରେ ଚନ୍ଦନନଗର ଅବସ୍ଥିତ ।
(ଗ) ପର୍ତ୍ତୁଗୀଜମାନେ କାହା ସହାୟତାରେ ଓ କେବେ ଗୋଆ ଅଧିକାର କରିଥିଲେ ?
ଉ : ୧୫୧୦ ମସିହାରେ ବିଜୟନଗର ସମ୍ରାଟଙ୍କ ସହାୟତାରେ ପର୍ତ୍ତୁଗୀଜମାନେ ଗୋଆ ଅଧିକାର କରିଥିଲେ ।
(ଘ) କେବେ ଓ କାହିଁକି ଗୋଆ ଦାମନ ଓ ଡିଭର ଜନସାଧାରଣ ଏକ ବିରାଟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ?
: (i) ଗୋଆର ପର୍ତ୍ତୁଗୀଜ ଶାସକମାନେ ଜନସାଧାରଣଙ୍କ ସୁଖସୁବିଧା ପାଇଁ ଦୃଷ୍ଟି ଦେଇନଥିଲେ ।
(ii) ତେଣୁ ଗୋଆ, ଦାମନ, ଡିଉର ଜନସାଧାରଣ ସେମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ୧୯୫୫ ମସିହା ଅଗଷ୍ଟ ନ ୧୫ ତାରିଖରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
(ଙ) ଆନ୍ତର୍ଜାତିକ ନ୍ୟାୟାଳୟରେ ପର୍ତ୍ତୁଗୀଜ ସରକାର କି ପ୍ରାର୍ଥନା କରିଥିଲେ ?
: (i) ଗୋଆର ଜନସାଧାରଣଙ୍କ ବିକ୍ଷୋଭକୁ ଦମନ କରିବାକୁ ପର୍ତ୍ତୁଗାଲ ସରକାର ଦାମନରୁ ପର୍ତ୍ତୁଗୀଜ ସୈନ୍ୟ ପ୍ରେରଣ କରିବାକୁ ଚେଷ୍ଟା କରିଥିଲା ।
(i) ଭାରତୀୟ ସୈନ୍ୟ ତା’ର ଏହି ଅପଚେଷ୍ଟାକୁ ବାଧା ଦେବାରୁ ଏହା ବିରୋଧରେ ପର୍ତ୍ତୁଗାଲ ସରକାର ଆନ୍ତର୍ଜାତିକ ନ୍ୟାୟାଳୟ ନିକଟରେ ପ୍ରାର୍ଥନା କରିଥିଲା ଯେ ଭାରତରେ ଥିବା ପର୍ତ୍ତୁଗୀଜ ଉପନିବେଶଗୁଡ଼ିକୁ ପର୍ତ୍ତୁଗୀଜ ସୈନ୍ୟ ପ୍ରେରଣ ପାଇଁ ଅନୁମତି ଦିଆଯାଉ ।
(ଚ) ଗୋଆରୁ ପର୍ତ୍ତୁଗୀଜମାନଙ୍କୁ ବିତାଡିତ କରିବା ପାଇଁ ଭାରତ ସରକାର କି ପଦକ୍ଷେପମାନ ଗ୍ରହଣ କରିଥିଲେ ?
ଉ: (i) ଗୋଆର ପର୍ତ୍ତୁ ଗୀଜ ସୈନ୍ୟ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଜାରି ରଖୁଥିଲେ ।
(ii) ତେଣୁ ଗୋଆର ପର୍ତ୍ତୁଗୀଜମାନଙ୍କୁ ବିତାଡ଼ନ ପାଇଁ ଭାରତ ସରକାର ଗୋଆରେ ଭାରତୀୟ ସୈନ୍ୟଙ୍କୁ ପ୍ରବେଶ କରାଇଥିଲା ।
(ଛ) କେବେ ଗୋଆକୁ ରାଜ୍ୟ ପାହ୍ୟା ଦିଆଯାଇଥିଲା ? ଏହାପରେ ଭାରତରେ ସମୁଦାୟ ରାଜ୍ୟ ସଂଖ୍ୟା କେତେ ହେଲା ?
ଉ: (i) ୧୯୮୭ ମସିହାରେ ଗୋଆକୁ ରାଜ୍ୟ ପାହ୍ୟା ମିଳିଥିଲା ।
(ii) ଏହାପରେ ଭାରତର ରାଜ୍ୟ ସଂଖ୍ୟା ୨୫କୁ ବୃଦ୍ଧି ପାଇଥିଲା ।
(ଜ) ଦାଦ୍ରା ଓ ନଗର ହାବେଳିର ସ୍ଵାଧୀନତା ପାଇଁ କେଉଁ ଅନୁଷ୍ଠାନଗୁଡ଼ିକ କାର୍ଯ୍ୟ କରିଥିଲେ ?
ଉ: ଦାଦ୍ରା, ନଗର ହାବେଳୀର ସ୍ଵାଧୀନତା ପାଇଁ ଯଥାକ୍ରମେ ‘ଗୋଆର ମିଳିତ ସାମୁଖ୍ୟ’ ଓ ‘ଆଜାଦ୍ ଗୋମନ୍ତକଦଳ’ ବିଶେଷ ଭୂମିକା ଗ୍ରହଣ କରିଥିଲା ।
(ଝ) ଭାରତରେ ଥିବା ଫରାସୀ ଅନ୍ତଃକ୍ଷେତ୍ର ଜନମତର ଫଳାଫଳ କ’ଣ ଥିଲା ?
ଉ: (i) ୧୯୪୮ ଭାରତ ଫ୍ରାନସ୍ ଚୁକ୍ତି ଅନୁସାରେ ଫରାସୀ ଉପନିବେଶରେ ଗଣଭୋଟ ମାଧ୍ୟମରେ ଉପନିବେଶଗୁଡ଼ିକ ଭାରତ ସହିତ ମିଶିବେ କି ଫରାସୀ ଅଧୀନରେ ରହିବେ ଏହା ନିର୍ଦ୍ଧାରିତ ହେବାର ଥିଲା ।
(ii) ଚନ୍ଦନ ନଗର, ପୁଦୁଚେରୀ, ମାହେ, ୟାନାମ୍ , କରାଇକଲରେ ବିଭିନ୍ନ ସମୟରେ ନିଆଯାଇଥିବା ଗଣ ଭୋଟ ଭାରତ ସପକ୍ଷରେ ଯାଇଥିଲା, ଯାହା ଫଳରେ ଆଜି ଏହି ଅଞ୍ଚଳଗୁଡ଼ିକ ଭାରତର ଅଭିନ୍ନ ଅଂଶ ହୋଇ ରହିଛି ।
(ଞ) ୧୯୫୪ ଅକ୍ଟୋବରରେ କେଉଁ ଅଞ୍ଚଳଗୁଡ଼ିକରେ ଜନମତ ନିଆଯାଇଥିଲା ?
ଉ: (i) ୧୯୫୪ରେ ଫରାସୀ ଉପନିବେଶ ପୁଦୁଚେରୀ ଓ କରେଇକଲରେ ଜନମତ ଗ୍ରହଣ କରାଯାଇଥିଲା ।
(ii) ଜନମତ ଭାରତ ସପକ୍ଷରେ ଯାଇଥିଲା ।
Goa O Puducherry Mukti Short Questions And Answers
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) ମାହେ କେଉଁଠାରେ ଅବସ୍ଥିତ ଥିଲା ?
ଉ : ମାହେ ମାଲବାର ଉପକୂଳରେ ଅବସ୍ଥିତ ।
(ଖ) ଭାରତରେ ଥିବା ଫରାସୀ ଉପନିବେଶମାନଙ୍କର ସଦର ସହକୁମା କେଉଁଠାରେ ଥିଲା ?
ଉ : ଭାରତରେ ଥିବା ଫରାସୀ ଉପନିବେଶମାନଙ୍କର ସଦର ମହକୁମା ପୁଦୁଚେରୀ ଥିଲା ।
(ଗ) କେଉଁମାନଙ୍କ ଶାସନ ସମୟରେ ଗୋଆ ମୁସଲମାନ ଶାସନ ଅଧୀନକୁ ଆସିଲା ?
ଉ : ଖୋଲିଜମାନଙ୍କ ଶାସନ ସମୟରେ ଗୋଆ ମୁସଲମାନ ଶାସନର ଅଧିକାରକୁ ଆସିଥିଲା ।
(ଘ) ଗୋଆ, ଦାମନ ଓ ଡିୟୁ ଜନସାଧାରଣଙ୍କ ବିକ୍ଷୋଭରେ ସେ ପୁଲିସ ଗୁଳିଚାଳନା ଫଳରେ କେତେ ଜଣ ମରିଥିଲେ ?
ଉ : ଗୋଆ, ଦାମନ ଓ ଡିୟୁ ଜନସାଧାରଣ ବିକ୍ଷୋଭରେ ପୁଲିସ ଗୁଳିଚାଳନା କରିବା ଫଳରେ ୨୨ ଜଣ ଅହିଂସ ନ ବିକ୍ଷୋଭକାରୀ ଜୀବନ ହାରିଥିଲେ ।
(ଙ) କେଉଁଦିନ ଭାରତୀୟ ସୈନ୍ୟବାହିନୀ ଗୋଆରେ ପ୍ରବେଶ କଲେ ?
ଉ : ୧୯୬୧ ମସିହା ଡିସେମ୍ବର ୧୮ ତାରିଖ ଦିନ ଭାରତୀୟ ସୈନ୍ୟବାହିନୀ ଗୋଆରେ ପ୍ରବେଶ କରିଥିଲେ ।
(ଚ) କେଉଁଦିନ ଏକ ଜନ ଅନୁଷ୍ଠାନ ଦାଦ୍ରା ଅନ୍ତଃକ୍ଷେତ୍ରକୁ ପର୍ତ୍ତୁଗୀଜମାନଙ୍କ କବଳରୁ ଉଦ୍ଧାର କରି ନିଜ ନିୟନ୍ତ୍ରଣକୁ ଆଣିଲେ ?
ଉ : ‘ଗୋଆର ମିଳିତ ସାମ୍ମୁଖ୍ୟ’ ନାମକ ଏକ ଜନ ଅନୁଷ୍ଠାନ ୧୯୫୪ ଜୁଲାଇ ୨୪ ତାରିଖରେ ଦାଦ୍ରା ଆନ୍ତଃକ୍ଷେତ୍ରକୁ ନିଜ ଅକ୍ତିଆରକୁ ଆଣିଥୁଲା ।
(ଛ) କେଉଁଦିନ ନଗର ହାବେଳି ଦଖଲ କରାଯାଇଥିଲା ?
ଉ : ୧୯୬୧ ମସିହା ଅଗଷ୍ଟ ୧୧ ତାରିଖ ଦିନ ନଗର । ମୁଁ କି ହାବେଳୀକୁ ଭାରତ ସହିତ ମିଶାଇ ଦିଆଯାଇଥିଲା ।
(ଜ) ଚନ୍ଦରନଗର ବିଧ୍ବଦ୍ଧଭାବେ କେବେ ଭାରତରେ ବି ଓ ମିଶିଥୁଲା ?
ଉ: ୧୯୫୦ ମେ ୨ ତାରିଖରେ ବିଧ୍ଵବଦ୍ଧ ଭାବରେ ଚନ୍ଦନ ନିଅ ନଗରକୁ ଭାରତ ସହିତ ମିଶାଇ ଦିଆଯାଇଥିଲା ।
(ଝ) ମୃଦୁଚେରୀ ଓ କରାଇକଲର ବାସ୍ତବ ଶାସନ କ୍ଷମତା ପୁ: ଭାରତ ସରକାରଙ୍କ ଅଧୀନକୁ କେବେ ଆସିଲା ?
ଉ : ମୃଦୁଚେରୀ ଓ କରାଇକଲର ବାସ୍ତବ କ୍ଷମତା ୧୯୫୪ ମସିହା ନଭେମ୍ବର ୧ ତାରିଖ ଦିନ ଭାରତ ସରକାରଙ୍କ ହାତକୁ ଆସିଥିଲା ।
ଫରାସୀ ଉପନିବେଶଗୁଡ଼ିକର ଭାରତରେ ମିଶ୍ରଣକୁ ଫରାସୀ ଜାତୀୟ ସଭା କେବେ ଅନୁମୋଦନ କଲା ?
ଉ : ଫରାସୀ ଜାତୀୟ ସଭା ଫରାସୀ ଉପନିବେଶଗୁଡ଼ିତ୍ କ ଭାରତ ସହ ମିଶ୍ରଣକୁ ୧୯୬୧ ମେ ମାସରେ ଅନୁମୋଦନ କରିଥିଲା ।
4. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ । ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।
(କ) କେଉଁଟି ପର୍ତ୍ତୁଗୀଜ ଉପନିବେଶ ନୁହେଁ ?
(i) ଦାଦ୍ରା (ii) ଦାମନ୍ (iii) ନଗର ହାବେଳି (iv) ମାହେ
(ଖ) କେବେ ଗୋଆର ପର୍ତ୍ତୁଗୀଜ ଗଭର୍ଣ୍ଣର ଶରଣପତ୍ରରେ ସ୍ଵାକ୍ଷର କଲେ ?
(i) ୧୯୬୧ ଡିସେମ୍ବର ୧୮ (ii) ୧୯୬୧ ଡିସେମ୍ବର ୧୯ (iii) ୧୯୬୧ ଅଗଷ୍ଟ ୧୧ (iv) ୧୯୪୭ ମଇ ୩୦
(ଗ) ଗୋଆରେ କେବେ ସାଧାରଣ ନିର୍ବାଚନ ହେଲା ?
(i) ୧୯୬୦ (ii) ୧୯୬୧ (iii) ୧୯୬୩ (iv) ୧୯୬୭
(ଘ) ୧୯୪୯ ଜୁନ୍ ୧୯ରେ କେଉଁଠାରେ ଗଣ ଭୋଟ ଅନୁଷ୍ଠିତ ହୋଇଥିଲା ?
(i) ପୁଦୁଚେରୀ (ii) ୟାନାମ (iii) ଚନ୍ଦରନଗର (iv) କରାଇକଲ
(ଙ) ଏକ୍ୱାର୍ଡ ଗୋବର୍ଟ କେଉଁଠାରେ ଜନ ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରିଥିଲେ ?
(i) ଗୋଆ (ii) ପୁଦୁଚେରୀ (iii) ଦାମନ (iv) ୟାନାମ
୫ । ପାଠରେ ଦିଆଯାଇଥିବା “ତୁମ ପାଇଁ କାମ” ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର

No comments:
Post a Comment